ଖଣି ଓ ଚିଟଫଣ୍ଡ୍ ପ୍ରସଙ୍ଗରେ ରାଜ୍ୟକୁ ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର: ଜୁଏଲ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ୍ ଓରାମ। ସେ କହିଛନ୍ତି ଯେ ଖଣି ଦୁର୍ନୀତି ଓ ଚିଟଫଣ୍ଡ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟକୁ ଛାଡ଼ି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଧନ୍ୟବାଦ ଦେବା ଉଚିତ୍। ନ ହେଲେ ଏତେବେଳକୁ ରାଜ୍ୟ ସରକାର ସିବିଆଇ ଦ୍ୱାରା ସଫା ହୋଇଯିବା କଥା। ଜୁଏଲଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼। କଂଗ୍ରେସ ଯେଉଁ ଅଭିଯୋଗ […]

juel-oram

juel-oram

Rakesh Mallick
  • Published: Friday, 01 January 2016
  • Updated: 01 January 2016, 03:34 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ୍ ଓରାମ। ସେ କହିଛନ୍ତି ଯେ ଖଣି ଦୁର୍ନୀତି ଓ ଚିଟଫଣ୍ଡ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟକୁ ଛାଡ଼ି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଧନ୍ୟବାଦ ଦେବା ଉଚିତ୍। ନ ହେଲେ ଏତେବେଳକୁ ରାଜ୍ୟ ସରକାର ସିବିଆଇ ଦ୍ୱାରା ସଫା ହୋଇଯିବା କଥା।

ଜୁଏଲଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼। କଂଗ୍ରେସ ଯେଉଁ ଅଭିଯୋଗ କରୁଥିଲା, ସେହି କଥାକୁ ପରୋକ୍ଷରେ ଇଙ୍ଗିତ କରିଛନ୍ତି ସେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଚିଟଫଣ୍ଡରେ ସିବିଆଇ ତଦନ୍ତ ଶିଥିଳ ହୋଇଛି। ତଦନ୍ତର ଗତି ଯେତିକି ଜୋରରେ ହେବା କଥା, ସେମିତି ହେଉ ନାହିଁ। ତେବେ ଏନେଇ ସବୁକଥା ଟିଭି ସମ୍ମୁଖରେ କହି ହେବ ନାହିଁ ବୋଲି ସେ କହିଛନ୍ତି।

ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତରେ ବିଜେପି-ବିଜେଡି ମଧ୍ୟରେ ଡିଲ୍ ହୋଇଥିବା ନେଇ ବହୁ ପୂର୍ବରୁ ଅଭିଯୋଗ କରିଆସୁଛି କଂଗ୍ରେସ। ଏମିତି କି ବରଗଡ଼ ଚାଷୀ ବଞ୍ଚାଅ ପଦଯାତ୍ରାରେ ବି ଏଇ କଥା ଉଠାଇଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି।

ଅନ୍ୟପକ୍ଷରେ ଜୁଏଲଙ୍କ ଏଡି ବିବାଦୀୟ ବୟାନ ଉପରେ କଡା ଟିପ୍ପଣୀ ରଖିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅବାସ୍ତବ ଯୁକ୍ତି ବନ୍ଦ କରନ୍ତୁ। ସେ ଯେଉଁ ଆଲୋଚନା କରୁଛନ୍ତି, ତାହା ଆଦୌ ସମୀଚୀନ ନୁହେଁ। ଏହା ତାଙ୍କର ବାଚାଳମୀ ଛଡ଼ା ଆଉ କିଛି ନୁହେଁ।

ତେବେ ଜୁଏଲଙ୍କ ମନ୍ତବ୍ୟ କେନ୍ଦ୍ର-ରାଜ୍ୟ ସଂପର୍କ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story