ମନ୍ତ୍ରୀ ଅରୁଣ ସାହୁଙ୍କୁ ଗିରଫ ଦାବିରେ ଛାତ୍ର କଂଗ୍ରେସର ବାଇକ୍‌ ରାଲି, ପୋଲିସ୍ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ଡାକ୍ତର ମୋତିଲାଲ୍‌ ଗୌଡ ଲିଙ୍କ୍‌ ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ଏକ ବାଇକ୍‌ ରାଲିରେ ବାହାରି ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ତେବେ ଏଜି ଛକ ନିକଟରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ୍‌ ମଧ୍ୟରେ  ମୁହାଁମୁହିଁ ହୋଇଥିଲା। ନଗର ଉନ୍ନୟନମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ  ଘର ଉପରକୁ ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ  ଟମାଟୋ […]

congress

congress

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 03:29 PM IST

Sports

Latest News

ଭୁବନେଶ୍ୱର: ଡାକ୍ତର ମୋତିଲାଲ୍‌ ଗୌଡ ଲିଙ୍କ୍‌ ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ଏକ ବାଇକ୍‌ ରାଲିରେ ବାହାରି ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ତେବେ ଏଜି ଛକ ନିକଟରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସ୍‌ ମଧ୍ୟରେ  ମୁହାଁମୁହିଁ ହୋଇଥିଲା।

ନଗର ଉନ୍ନୟନମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ  ଘର ଉପରକୁ ମଧ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ  ଟମାଟୋ ମାଡ଼ କରାଯାଇଛି।

ଛାତ୍ର କଂଗ୍ରେସ ସଭାପତି ଇତିଶ୍‌ ପ୍ରଧାନ କହିଛନ୍ତି,“ ମୋତିଲାଲ୍‌ ଲିଙ୍କ୍‌ରେ ମନ୍ତ୍ରୀ ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଜେଡି ଛାତ୍ର ସଭାପତି ବ୍ୟୋମକେଶ ରାୟଙ୍କୁ ଗିରଫ କରାଯାଉ। ସେମାନେ ବହୁ ଟଙ୍କା ହଡ଼ପ କରିଛନ୍ତି। ଅରୁଣ ସାହୁଙ୍କୁ ବିଧାନସଭା ଭିତରକୁ ପସାଇ ଦିଆଯିବ ନାହିଁ, ଏହା ଛାତ୍ର କଂଗ୍ରେସର ପ୍ରତିଶ୍ରୁତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story