ଦାମ ବାଣକୁ ଚେକ୍‌ ଦେଲେ ନବୀନ: କହିଲେ-ସମାନ ଦୂରତାରେ ରହିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ସହ ମେଣ୍ଟକୁ ନେଇ ବିଜେଡି ଉପସଭାପତି ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଦାମଙ୍କ ମନ୍ତବ୍ୟର ଗୋଟିଏ ଦିନ ପରେ ଟ୍ୱିଟ୍‌ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି-“କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଛୁ। ଲୋକଙ୍କ ଆଶୀର୍ବାଦରୁ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବୁ।” ଗତକାଲି ରାଉତ କହିଥିଲେ-“ଭାରତର ଅଖଣ୍ଡତାକୁ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ସହ ମେଣ୍ଟକୁ ନେଇ ବିଜେଡି ଉପସଭାପତି ଦାମୋଦର ରାଉତଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଦାମଙ୍କ ମନ୍ତବ୍ୟର ଗୋଟିଏ ଦିନ ପରେ ଟ୍ୱିଟ୍‌ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି-“କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଛୁ। ଲୋକଙ୍କ ଆଶୀର୍ବାଦରୁ ଆମେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବୁ।”

ଗତକାଲି ରାଉତ କହିଥିଲେ-“ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାମ୍ପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନଠାରୁ ଦୂରେଇ ରଖିବାକୁ ପଡ଼ିବ। ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହାହେଲେ ଆମେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରିବୁ। କଂଗ୍ରେସ ସହ ମିଶି ଲଢ଼ିବାରେ ବାଧା ନାହିଁ।”

ଦାମଙ୍କ ବୟାନ ପରେ ଗତକାଲି କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କରିଥିଲେ-“ଓଡ଼ିଶାରେ କାହା ସହିତ ମେଣ୍ଟ ହେବ ସେ ନିଷ୍ପତ୍ତି ଆମେ ନେଇପାରିବୁ ନାହିଁ। ନିଷ୍ପତ୍ତି ନେବ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)।

କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି-“ଯଦି ବିଜେଡି ସୁପ୍ରିମୋ ଏଥିପାଇଁ ପ୍ରସ୍ତାବ ଦିଅନ୍ତି, ତେବେ କଂଗ୍ରେସ ହାଇକମାଣ୍ଡ ବିଚାର କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story