ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ କଂଗ୍ରେସର ରାଲି

ଭୁବନେଶ୍ୱର: ଚିଟଫଣ୍ଡ୍ ଲିଙ୍କ୍ ଓ ପାଜେରୋ ଗାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାଶବର୍ମାଙ୍କ ଇସ୍ତଫା ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ଶତାଧିକ ନେତା ଓ କର୍ମୀ ଏକ ବିଶାଳ ରାଲିରେ କଂଗ୍ରେସ ମୁଖ୍ୟାଳୟରୁ ବାହାରି ପିଏମଜି ଛକ ଅଭିମୁଖେ ଯାଉଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି  ହୋଇଥିଲା।  ମହିଳା  କଂଗ୍ରେସ କର୍ମୀମାନେ ପୋଲିସ୍ କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏଟି ଚିଟଫଣ୍ଡ ଲିଙ୍କରେ ସିବିଆଇ ସ୍କାନରରେ ଥିବା […]

cog

cog

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 02:05 PM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ୍ ଲିଙ୍କ୍ ଓ ପାଜେରୋ ଗାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାଶବର୍ମାଙ୍କ ଇସ୍ତଫା ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଦଳର ଶତାଧିକ ନେତା ଓ କର୍ମୀ ଏକ ବିଶାଳ ରାଲିରେ କଂଗ୍ରେସ ମୁଖ୍ୟାଳୟରୁ ବାହାରି ପିଏମଜି ଛକ ଅଭିମୁଖେ ଯାଉଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି  ହୋଇଥିଲା।  ମହିଳା  କଂଗ୍ରେସ କର୍ମୀମାନେ ପୋଲିସ୍ କର୍ଡନ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏଟି ଚିଟଫଣ୍ଡ ଲିଙ୍କରେ ସିବିଆଇ ସ୍କାନରରେ ଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଜେରୋ ଗାଡ଼ି ପ୍ରସଙ୍ଗରେ କାଗଜପତ୍ର ଦାଖଲ ହେବା ପରେ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ଦାବି କରିଥିଲା । ଏହା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଞ୍ଜୟ ଦାସବର୍ମାଙ୍କୁ ସୁରକ୍ଷା ଦେଉଥିବା  ଦଳ ଅଭିଯୋଗ କରିଛି।

ରାଲିରେ ଯୋଗ ଦେଇ ପସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସିବିଆଇର   କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସଞ୍ଜୟଙ୍କ ବିରୋଧରେ ବିଜେଡି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବିଜେଡିର ଅନ୍ୟ ନେତା ଓ ବିଧାୟକ ମଧ୍ୟ ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି।”

ବରିଷ୍ଠ କଂଗ୍ରେସ ଲୁଲୁ ମହାପାତ୍ର କହିଛନ୍ତି, “ଆମେ ଆଦୌ ଶକ୍ତି ପ୍ରଦର୍ଶନ କରୁନାହୁଁ। ଆମେ ସରକାରଙ୍କୁ ଚେତାଇ ଦେବାକୁ ଆସିଛୁ। ଯୁବ କଂଗ୍ରେସ ସଭାପତି  ରଜତ ଚୌଧୁରୀ ଆଜି ଇସ୍ତଫା ଦେଇଛନ୍ତି। ରଜତ କହିଛନ୍ତି, ଲୁଲୁ ଭାଇ ଚିଟଫଣ୍ଡରେ  ମୋର ଆଦୌ ସଂପୃକ୍ତି ନାହିଁ। ଯଦି ମୋ ନାଁରେ ଅଭିଯୋଗ ଆସିଛି ମୁଁ ଇସ୍ତଫା ଦେଇଦେଉଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଯୁବ କଂଗ୍ରେସ ସଭାପତିଙ୍କ ‘ଇସ୍ତଫା ପତ୍ର ମୁଁ ଆଜି ଦିଲ୍ଲୀ ପଠାଇବି। ମୁଁ ପ୍ରଥମରୁ କହିଛି ଯେଉଁ ନେତାମାନେ ଚିଟଫଣ୍ଡରେ ସଂପୃକ୍ତ ଅଛନ୍ତି ତାଙ୍କୁ  ତୁରନ୍ତ ଗିରଫ କରାଯାଉ। ରଜତ ଚୌଧୁରୀଙ୍କୁ ସିବିଆଇ ବାରମ୍ବାର ଡାକିବାରେ ରାଜନୈତିକ ଉଦ୍ଦେଶ୍ୟ ରହିଛି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କଂଗ୍ରେସ ଯେଉଁ ଦାବି କରିଛି ତାହା ଅମୂଳକ। କଂଗ୍ରେସ ଦୁଇ ବର୍ଷ ହେବ ଏହି ଦାବି କରିଆସୁଛି। ସିବିଆଇ ତଦନ୍ତ ତା’ ବାଟରେ ଚାଲିଛି। ନିରପେକ୍ଷ ତଦନ୍ତ ହେଲେ ଆମର କୌଣସି ଆପତ୍ତି ନାହିଁ। ଆଜି କଂଗ୍ରେସ ରାଲି କରି ଯେଉଁ ଦାବି କରୁଛି ପ୍ରଥମେ ତାଙ୍କ ଦଳକୁ ଦେଖନ୍ତୁ। ରମେଶ ଜେନାଙ୍କ କ୍ରାଇମ ଜଗତରେ କି ସମ୍ପର୍କ  ଅଛି ତାହାର ସ୍ପଷ୍ଟୀକରଣ ପିସିସି ସଭାପତି ଦିଅନ୍ତୁ। ଯଦି ସବିଆଇ ଯୁବ କଂଗ୍ରେସ ସଭାପତିଙ୍କୁ ଆଜି ପାଞ୍ଚ ଥର ଡାକି ଜେରା କଲାଣି ତାହାହେଲେ କଂଗ୍ରେସ କେଉଁ ନୈତିକତା ଆଧାରରେ ରାଲି କରୁଛି? ଏହି ରାଲି ପଛରେ ରହସ୍ୟ କଣ?।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story