କିଏ ଯିବ, କିଏ ରହିବ: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗ୍ରୀନ୍‌ ସିଗନାଲ୍‌ ଦେଲେ ନବୀନ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ଖୁବ୍‌ଶୀଘ୍ର ଅଦବଦଳ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ଦେଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନଥିଲେ ମଧ୍ୟ କିଏ ବାଦ୍ ପଡ଼ିବେ ଓ କିଏ ସାମିଲ ହେବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ୨୦୧୪ରେ ଚତୁର୍ଥ ପାଳିରେ କ୍ଷମତାକୁ ଆସିବାର ପ୍ରାୟ ୩ ବର୍ଷ ପରେ ମନ୍ତ୍ରିମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। କୁହାଯାଉଛି ପଞ୍ଚାୟତ ଝଟକା ପରେ ଏବେ ସଙ୍ଗଠନ ସଜଡା ଚିନ୍ତା ଥିବାରୁ ଯୁବ […]

C--BUfLWAAEnyQx

C--BUfLWAAEnyQx

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 08:06 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ଖୁବ୍‌ଶୀଘ୍ର ଅଦବଦଳ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଙ୍ଗିତ ଦେଇଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇନଥିଲେ ମଧ୍ୟ କିଏ ବାଦ୍ ପଡ଼ିବେ ଓ କିଏ ସାମିଲ ହେବେ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

୨୦୧୪ରେ ଚତୁର୍ଥ ପାଳିରେ କ୍ଷମତାକୁ ଆସିବାର ପ୍ରାୟ ୩ ବର୍ଷ ପରେ ମନ୍ତ୍ରିମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। କୁହାଯାଉଛି ପଞ୍ଚାୟତ ଝଟକା ପରେ ଏବେ ସଙ୍ଗଠନ ସଜଡା ଚିନ୍ତା ଥିବାରୁ ଯୁବ ମନ୍ତ୍ରୀମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ସଙ୍ଗଠନ ଦାୟିତ୍ୱ ଦିଆଯିବ। ଯେଉଁସବୁ ନାଁକୁ ନେଇ ଚର୍ଚ୍ଚା ହେଉଛି ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଓ ଦେବୀପ୍ରସାଦ ମିଶ୍ର। ଏହାଛଡ଼ା ଭଲ ପ୍ରଦର୍ଶନ କରୁନଥିବା କିଛି ମନ୍ତ୍ରୀଙ୍କୁ ବି ବାଦ୍ ଦିଆଯାଇ ଦକ୍ଷ ନୂଆ ଚେହେରାକୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ବାଦ୍ ପଡ଼ିବାକୁ ଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଲାଲ୍ ବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସୁଦାମ ମାରାଣ୍ଡି ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ଅଧିକ ଚର୍ଚ୍ଚାରେ ଅଛି। ବାଚସ୍ପତି ନିରଞ୍ଜନ ପୂଜାରୀ ମନ୍ତ୍ରିମଣ୍ଡଳକୁ ଫେରିବାର ସମ୍ଭାବନା ରହିଛି। ଅମିତ ଶାହାଙ୍କୁ କାଉଣ୍ଟର ଲାଗି ବିଜେଡି ଏପରି ରଣନୀତି କରୁଥିବା ନବୀନଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀତ ଶାହାଙ୍କ ମାର୍ଗ ଦର୍ଶନରେ ଦଳ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ଼ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story