ବାଲେଶ୍ୱର: ନାବାଳିକାର ମୃତଦେହ ଉଦ୍ଧାର, ଦୁର୍ଷ୍କମ ପରେ ହତ୍ୟା ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ନର୍ଲାପାଟଣାର ସୋନ ନଦୀ ପଠାରୁ ଆଜି ଏକ ୬ ବର୍ଷର ବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଝିଅଟିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ପକାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ରେମୁଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ […]

minor-girl

minor-girl

Rakesh Mallick
  • Published: Monday, 25 April 2016
  • Updated: 25 April 2016, 11:39 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ନର୍ଲାପାଟଣାର ସୋନ ନଦୀ ପଠାରୁ ଆଜି ଏକ ୬ ବର୍ଷର ବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଝିଅଟିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ପକାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ରେମୁଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଏହି ନାବାଳିକାଟି ଗତକାଲିଠାରୁ ନିଖୋଜ ଥିଲା। ଝିଅଟି ବାପ ଛେଉଣ୍ଡ ବୋଲି ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରେ ଝିଅଟିର ଶରୀରରେ ଏକାଧିକ କ୍ଷତ ରହିଥିବା ପୋଲିସ୍ କହିଛି।

ରେମୁଣା ଥାନା ଆଇଆଇସି କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଝିଅଟିର ଶରୀରରେ ତିନୋଟି ସ୍ଥାନରେ କ୍ଷତ ରହିଥିବା ଜଣାପଡ଼ିଛି। ତା’ ମଳଦ୍ୱାରରେ ବି କ୍ଷତ ଚିହ୍ନ ରହିଛି। ତେବେ ଶବବ୍ୟବଚ୍ଛେଦ ଝିଅଟିର ମୃତ୍ୟୁ ସଂପର୍କିତ କାରଣ ସ୍ପଷ୍ଟ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story