ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ପ୍ରତାରଣା ଅଭିଯୋଗ

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଜଣେ ମହିଳା ପ୍ରତାରଣା ଅଭିଯୋଗ ଆଣିଛନ୍ତି। ଏନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ମନ୍ଦିରରେ ବିବାହ କରିବା ପରେ ବ୍ରଜ ତାଙ୍କୁ ସାମାଜିକ ସ୍ୱୀକୃତି ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ପତ୍ନୀର ମାନ୍ୟତା ସହ ସାମାଜିକ ସ୍ୱୀକୃତି ଦେବାକୁ ମହିଳା ଜଣଙ୍କ ଦାବି କରିଛନ୍ତି। ସେ କହିଛନ୍ତି,“ସେ (ବ୍ରଜ) ମୋ ପାଖରେ ରହୁନାହାନ୍ତି। ଆମ ସମ୍ପର୍କ ବିଷୟରେ କାହାକୁ କହିଲେ ଜୀବନରେ ମାରି […]

braja

braja

Rakesh Mallick
  • Published: Monday, 13 February 2017
  • Updated: 20 February 2017, 05:59 PM IST

Sports

Latest News

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଜଣେ ମହିଳା ପ୍ରତାରଣା ଅଭିଯୋଗ ଆଣିଛନ୍ତି। ଏନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ମନ୍ଦିରରେ ବିବାହ କରିବା ପରେ ବ୍ରଜ ତାଙ୍କୁ ସାମାଜିକ ସ୍ୱୀକୃତି ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ପତ୍ନୀର ମାନ୍ୟତା ସହ ସାମାଜିକ ସ୍ୱୀକୃତି ଦେବାକୁ ମହିଳା ଜଣଙ୍କ ଦାବି କରିଛନ୍ତି।

ସେ କହିଛନ୍ତି,“ସେ (ବ୍ରଜ) ମୋ ପାଖରେ ରହୁନାହାନ୍ତି। ଆମ ସମ୍ପର୍କ ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଏହାସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ସେ ମୋତେ ତାଙ୍କ ଭୁବନେଶ୍ୱରରେ ଥିବା ଘରକୁ ନିଅନ୍ତି। ତାଳଚେର ଘରକୁ କେବେ ନେଇନାହାନ୍ତି।”

ସେ କହିଛନ୍ତି,“୨୦୧୪ରେ ଆମର ଦେଖା ହୋଇଥିଲା। ଏହା ପରେ ମନ୍ଦିରରେ ବିବାହ କରିଥିଲୁ। ସବୁ ପ୍ରମାଣ ମୋ ପାଖରେ ଅଛି। ଆବଶ୍ୟକ ପଡିଲେ ପୋଲିସକୁ ଦେବି। ମୁଁ ତାଙ୍କୁ ବିବାହ କରିଛି। ସେ ସମସ୍ତଙ୍କ ଆଗରେ ମୋତେ ସ୍ୱୀକାର କରନ୍ତୁ।”

ତେବେ ତାଳଚେର ବିଧାୟକ ବ୍ରଜ ପ୍ରଧାନ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଏ ଅଭିଯୋଗ ସଂପୂର୍ଣ୍ଣ ମିଛ। ସଂପୃକ୍ତ ମହିଳାଙ୍କୁ ମୁଁ ଜାଣିଛି। କେବେ କେବେ ସାହାଯ୍ୟ ପାଇଁ ଆସନ୍ତି। ତାଙ୍କ ଆଈ ଅସୁସ୍ଥତା ଥିବା ଦର୍ଶାଇ ସାହାଯ୍ୟ ପାଇଁ ଆସନ୍ତି। ମୋ ନାଁରେ ଆସିଥିବା ଏ ଅଭିଯୋଗ ପଛରେ ରହିଛି ଏକ ରାଜନୈତିକ ଷଡ଼ଯନ୍ତ୍ର। ପୂର୍ବ ଅଭିଯୋଗ ଭଳି ଏହା ଆଉ ଏକ ରାଜନୈତିକ ଚକ୍ରାନ୍ତି। ଏ ଚକ୍ରାନ୍ତ ପଛରେ ଜଣେ ମନ୍ତ୍ରୀଙ୍କ ହାତ ଅଛି। କେଉଁ ମନ୍ତ୍ରୀ ତାହା ଆଗାମୀ ଦିନରେ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story