ପ୍ରଭାତଙ୍କ ପୋଲିସ୍‌ଗିରି ! ବସ୍ତିବାସିନ୍ଦାଙ୍କୁ ମାରିଲେ ଧକ୍କା

କଟକ: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୋଲିସ୍‌ଗିରି। ପୂରା ଆକ୍ସନ୍‌ରେ ପ୍ରଭାତ। ତାହା ପୁଣି ନିରୀହ ବସ୍ତି ବାସିନ୍ଦାଙ୍କ ଉପରେ। ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଆସିଥିବା ଏହି ବସ୍ତି ବାସିନ୍ଦାଙ୍କୁ ଠେଲାପେଲା କଲେ, ଧକ୍କା ମଧ୍ୟ ମାରିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତ ବେଳେ ଦେଖିବାକୁ ମିଳିଥିଲା ପ୍ରଭାତଙ୍କ ଏ ନୂଆ ଅବତାର। ମୁଖ୍ୟମନ୍ତ୍ରୀ ଆଜି ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ 4D-SFX ହଲ୍‌ ଉଦ୍‌ଘାଟନ କରିବାକୁ ଯିବା ବେଳେ ସ୍ଥାନୀୟ ମା’ ମଙ୍ଗଳା […]

prabhata

prabhata

Rakesh Mallick
  • Published: Friday, 21 April 2017
  • Updated: 21 April 2017, 10:03 PM IST

Sports

Latest News

କଟକ: କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୋଲିସ୍‌ଗିରି। ପୂରା ଆକ୍ସନ୍‌ରେ ପ୍ରଭାତ। ତାହା ପୁଣି ନିରୀହ ବସ୍ତି ବାସିନ୍ଦାଙ୍କ ଉପରେ। ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଆସିଥିବା ଏହି ବସ୍ତି ବାସିନ୍ଦାଙ୍କୁ ଠେଲାପେଲା କଲେ, ଧକ୍କା ମଧ୍ୟ ମାରିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ଗସ୍ତ ବେଳେ ଦେଖିବାକୁ ମିଳିଥିଲା ପ୍ରଭାତଙ୍କ ଏ ନୂଆ ଅବତାର।

ମୁଖ୍ୟମନ୍ତ୍ରୀ ଆଜି ଯୋବ୍ରା ସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟରେ 4D-SFX ହଲ୍‌ ଉଦ୍‌ଘାଟନ କରିବାକୁ ଯିବା ବେଳେ ସ୍ଥାନୀୟ ମା’ ମଙ୍ଗଳା ବସ୍ତି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ କିଛି ଦାବି ଜଣାଇବାକୁ ଆସିଥିଲେ। ହାତରେ ପ୍ଲାକାର୍ଡ ବି ଧରିଥିଲେ। ଏହା ଦେଖି ପ୍ରଭାତ ତାଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ତାହା ପୁଣି ପୋଲିସ୍‌ ଉପସ୍ଥିତିରେ।

ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପାଇଁ ସେଠାରେ ପୋଲିସ୍‌ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କ’ଣ ଏମତି ବିପନ୍ନ ହେବାକୁ ଯାଉଥିଲା ଯେ ବିଧାୟକ ଠେଲାପେଲା ଓ ଧକ୍କା ମାରିବାକୁ ପଛାଇଲେ ନାହିଁ। ବସ୍ତି ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦାବି ଜଣାଇବାକୁ ଆସିଥିଲେ। ଏଥିରେ ବିଧାୟକଙ୍କର କେଉଁଠି ସମସ୍ୟା ରହିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story