ସଂସଦରେ ନଗେନ୍ଦ୍ର ଆଗରେ, ସିଦ୍ଧାନ୍ତ ପଚାରି ନାହାଁନ୍ତି ଗୋଟେ ବି ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସଦରେ ଓଡ଼ିଆ ସାଂସଦଙ୍କ ଅଂଶ ଗ୍ରହଣକୁ ନେଇ ଏକ ତଥ୍ୟ ଜଣାପଡିଛି। ଏହି ତଥ୍ୟ ଅନୁସାରେ ରାଜ୍ୟର ୨୧ ସାଂସଦଙ୍କ ମଧ୍ୟରୁ ସଂସଦରେ ପ୍ରଶ୍ନ ପଚାରିବାରେ ସବୁଠୁ ଆଗରେ ଅଛନ୍ତି ନଗେନ୍ଦ୍ର ପ୍ରଧାନ। ସେ ୨୦୧୪ରୁ ଏଯାଏଁ ୫୦୧ ପ୍ରଶ୍ନ ପଚାରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ସେ ୪୨୫ ପ୍ରଶ୍ନ ପଚାରି ଥିବା ବେଳେ ୪୧୬ ପ୍ରଶ୍ନ ପଚାରି ତୃତୀୟ ସ୍ଥାନରେ ଅଛନ୍ତି ବୈଜୟନ୍ତ ପଣ୍ଡା। ଏ କ୍ଷେତ୍ରରେ […]

Indian-Parliament

Indian-Parliament

Rakesh Mallick
  • Published: Sunday, 01 October 2017
  • Updated: 02 October 2017, 10:09 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂସଦରେ ଓଡ଼ିଆ ସାଂସଦଙ୍କ ଅଂଶ ଗ୍ରହଣକୁ ନେଇ ଏକ ତଥ୍ୟ ଜଣାପଡିଛି। ଏହି ତଥ୍ୟ ଅନୁସାରେ ରାଜ୍ୟର ୨୧ ସାଂସଦଙ୍କ ମଧ୍ୟରୁ ସଂସଦରେ ପ୍ରଶ୍ନ ପଚାରିବାରେ ସବୁଠୁ ଆଗରେ ଅଛନ୍ତି ନଗେନ୍ଦ୍ର ପ୍ରଧାନ। ସେ ୨୦୧୪ରୁ ଏଯାଏଁ ୫୦୧ ପ୍ରଶ୍ନ ପଚାରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ସେ ୪୨୫ ପ୍ରଶ୍ନ ପଚାରି ଥିବା ବେଳେ ୪୧୬ ପ୍ରଶ୍ନ ପଚାରି ତୃତୀୟ ସ୍ଥାନରେ ଅଛନ୍ତି ବୈଜୟନ୍ତ ପଣ୍ଡା। ଏ କ୍ଷେତ୍ରରେ ସବା ପଛରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର। ସେ ଏଯାଏଁ ଗୋଟିଏ ହେଲେ ବି ପ୍ରଶ୍ନ ପଚାରି ନାହାଁନ୍ତି।

ସଂସଦରେ ବିଭିନ୍ନ ପ୍ରସଙ୍ଗ ଉପରେ ହୋଇଥିବା ବିତର୍କରେ ଭାଗ ନେବା କ୍ଷେତ୍ରରେ ସବୁଠୁ ଆଗରେ ଅଛନ୍ତି ସାଂସଦ ରବୀନ୍ଦ୍ର ଜେନା। ସେ ୨୪୮ଟି ବିତର୍କରେ ଭାଗ ନେଇଥିବା ବେଳେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏକ୍ଷେତ୍ରରେ ବି ସବୁଠୁ ପଛରେ ରହିଛନ୍ତି। ସେ ଗୋଟିଏ ହେଲେ ବି ବିତର୍କରେ ଭାଗ ନେଇ ନାହାଁନ୍ତି।

ସେହିଭଳି ଉପସ୍ଥାନ କ୍ଷେତ୍ରରେ ୧୦୦ ପ୍ରତିଶତ ସହ ସବୁଠୁ ଆଗରେ ଅଛନ୍ତି ସାଂସଦ କୁଳମଣି ସାମଲ। ୧୩ ପ୍ରତିଶତ ଉପସ୍ଥାନ ସହ ସବୁଠୁ ପଛରେ ଅଛନ୍ତି ରାମଚନ୍ଦ୍ର ହାଂସଦା। ପ୍ରାଇଭେଟ୍ ମେମ୍ବର ବିଲ ଆଣିବା କ୍ଷେତ୍ରରେ ସବୁଠୁ ଆଗରେ ରହିଛନ୍ତି ବୈଜୟନ୍ତ ପଣ୍ଡା। ସେ ମୋଟ ୨୧ଟି ପ୍ରାଇଭେଟ୍ ମେମ୍ବର ବିଲ ଆଣିଥିବା ବେଳେ ଭର୍ତ୍ତୃହରି ୧୮ଟି ବିଲ ଆଣି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story