ମୋ ବକ୍ତବ୍ୟ ପ୍ରମାଣ ହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ତ: ନରସିଂହ ମିଶ୍ର

ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗତକାଲି ଦେଇଥିବା ବକ୍ତବ୍ୟ ଉପରେ ଆଜି ଆଇନ ମନ୍ତ୍ରୀ ଅରୁଣ ସାହୁ ଟିପ୍ପଣୀ ଦେବା ପରେ ମିଶ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମୁଁ ପଚାରିଥିବା ପ୍ରଶ୍ନ ପ୍ରମାଣିତ ହୋଇଗଲେ ମୁଖ୍ୟମନ୍ତ୍ରୀ ଇସ୍ତାଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। “ମୋ ପ୍ରଶ୍ନକୁ ଅଭିଯୋଗ ଭାବୁଥିବା ଲୋକଙ୍କ ସମ୍ପର୍କରେ ଟିପ୍ପଣୀ ଦେବି ନାହିଁ। ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ଦେବାକୁ କାହିଁକି ଏତେ ଭୟଭୀତ? ପ୍ରଥମେ ଲୋକାୟୁକ୍ତ […]

narasingha

narasingha

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 03:12 PM IST

Sports

Latest News

narasinghaଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗତକାଲି ଦେଇଥିବା ବକ୍ତବ୍ୟ ଉପରେ ଆଜି ଆଇନ ମନ୍ତ୍ରୀ ଅରୁଣ ସାହୁ ଟିପ୍ପଣୀ ଦେବା ପରେ ମିଶ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମୁଁ ପଚାରିଥିବା ପ୍ରଶ୍ନ ପ୍ରମାଣିତ ହୋଇଗଲେ ମୁଖ୍ୟମନ୍ତ୍ରୀ ଇସ୍ତାଫା ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। “ମୋ ପ୍ରଶ୍ନକୁ ଅଭିଯୋଗ ଭାବୁଥିବା ଲୋକଙ୍କ ସମ୍ପର୍କରେ ଟିପ୍ପଣୀ ଦେବି ନାହିଁ। ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ଦେବାକୁ କାହିଁକି ଏତେ ଭୟଭୀତ? ପ୍ରଥମେ ଲୋକାୟୁକ୍ତ ନିଯୁକ୍ତ କରନ୍ତୁ। ମୁଁ ଦେଇଥିବା ବକ୍ତବ୍ୟର ଉତ୍ତର ତାଙ୍କ ପାଖରେ ରଖିବି” ବୋଲି ନରସିଂହ କହିଛନ୍ତି।

ସେ କହିଛନ୍ତି, “ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ମୁଁ କିଛି ପ୍ରଶ୍ନ କରିଥିଲି। ସରକାରୀ ଦଳ ଏହାକୁ ଅଭିଯୋଗ ବୋଲି ଭାବୁଛି। ମୋ ପ୍ରଶ୍ନକୁ ଯେଉଁମାନେ ଅଭିଯୋଗ ବୋଲି ଭାବୁଛନ୍ତି ସେମାନଙ୍କ ଜ୍ଞାନ ସମ୍ପର୍କରେ ମୋର ଟିପ୍ପଣୀ ଦେବାର ନାହିଁ। ବିଧାନସଭାରେ ଜଣେ ବିଧାୟକ ତା’ର ବକ୍ତବ୍ୟ ଉପସ୍ଥାପନ କରିପାରିବ, ସରକାରଙ୍କୁ ସମାଲୋଚନା କରିପାରିବ ଓ ପ୍ରଶ୍ନ ପଚାରି ପାରିବ। ଏହା ତା’ର ସାମ୍ବିଧାନିକ ଅଧିକାର। ସରକାରୀ ଦଳ ନିର୍ଭିକ ଓ ନିରପେକ୍ଷ ହେବା ଆବଶ୍ୟକ। ଆଜି ମୁଖ୍ୟମନ୍ତ୍ରୀ ମୋର ଏହି ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ସୁଚିନ୍ତିତ ଷଡଯନ୍ତ୍ର ମାଧ୍ୟମରେ ବିଧାନସଭାରେ ମୋତେ ବକ୍ତବ୍ୟ ଉପସ୍ଥାପନ କରିବାରୁ ବଞ୍ଚିତ କରାଯାଇଛି।”

ମିଶ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ, ବିଜେଡି କି ସରକାରଙ୍କ ଉପରେ ମୁଁ କୌଣସି ଅଭିଯୋଗ ଆଣି ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁତା ପ୍ରକାଶ କରି ମୋତେ ଗୃହରେ କୁହାଇ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଜି ପ୍ରମାଣିତ ହୋଇଗଲା। ଏହା ଅଗଣତାନ୍ତ୍ରିକ, ନିନ୍ଦନୀୟ ଓ ଘୃଣ୍ୟ ରାଜନୀତି। ଏହା ଜଣେ ସଦସ୍ୟର ସ୍ୱାଧିକାର ଭଙ୍ଗ କରୁଛି। ସରକାରୀ ଦଳ ବିରୋଧୀଙ୍କୁ କହିବାକୁ ନ ଦେବା, ବିରୋଧୀ ଦଳଙ୍କ କଣ୍ଠରୋଧ କରିବା ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ସମାନ। ଗୃହରେ ସରକାରୀ ଦଳର ଏପରି କାର୍ଯ୍ୟକଳାପ ଲାଗି ରହିଥିଲେ ମଧ୍ୟ ବାଚସ୍ପତି ନୀରବଦ୍ରଷ୍ଟା ସାଜିଛନ୍ତି। ଆମକୁ ସୁରକ୍ଷା ଦେଇ ପାରୁନାହାନ୍ତି କି ଗୃହ ଚଳାଇବା ପାଇଁ କୌଣସି ଉଦ୍ୟମ କରୁନାହାନ୍ତି। ଗତକାଲି ମୁଁ ବକ୍ତବ୍ୟ ରଖିବା ବେଳେ ସରକାରୀ ଦଳର ସଦସ୍ୟମାନେ ଚୁପ ଥିଲେ, କେହି ପ୍ରତିବାଦ କରି ନ ଥିଲେ। ଅଢେଇ ଘଣ୍ଟା ପରେ ଜଣେ ସଦସ୍ୟ ମୋ ବକ୍ତବ୍ୟ ସମ୍ପର୍ଣ୍ଣ ମିଥ୍ୟା ବୋଲି ଟିପ୍ପଣୀ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ତାଙ୍କ ବକ୍ତବ୍ୟରେ ନ ଥିଲା।”

ସେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, “ଜାଣିଶୁଣି କାହିଁକି ଲୋକାୟୁକ୍ତ ନିଯୁକ୍ତି କରୁନାହାନ୍ତି। ସାହସ ଅଛି ତ ଶୀଘ୍ର ଲୋକାୟୁକ୍ତ ନିଯୁକ୍ତି କରନ୍ତୁ ଓ ଲୋକପାଳଙ୍କୁ ପଠାନ୍ତୁ ମୁଁ ଗତକାଲି ଗୃହରେ ଦେଇଥିବା ବକ୍ତବ୍ୟର ଯାଞ୍ଚ କରିବାକୁ। ଲୋକାୟୁକ୍ତ ଆଗରେ ମୁଁ ଯାହା କହିଛି ପ୍ରମାଣ କରିବି।”

ମୋର ପ୍ରତ୍ୟେକଟି ଉକ୍ତି ସତ୍ୟ ବୋଲି ମୁଁ ଲୋକପାଳଙ୍କୁ ପ୍ରମାଣ ଦେବି। ଯଦି ମୁଁ ଏହା ପ୍ରମାଣିତ କରିଦିଏ ତା’ ହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ତ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story