୪ ବର୍ଷର ଝିଅ ପାଖରେ ଅଟକିଗଲା ମୋଦିଙ୍କ କାର, ସୁରକ୍ଷାକର୍ମୀଙ୍କୁ  କ’ଣ କହିଲେ

ସୁରଟ: ଝିଅଟିର ବୟସ ମାତ୍ର ୪ ବର୍ଷ।  ନା’ ତା’ର ନନକି ଗୋଣ୍ଡଲିଆ। ଏ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଏ ସେ ଜାଣି ନ ଥିବ। କିନ୍ତୁ ଭିଡ଼ ଭିତରେ ମୋଦି ମୋଦି ନାରା କମ୍ପୁଥିବା ବେଳେ ପିଲାଟି କିନ୍ତୁ ଖୁବ୍‌ ଉତ୍ସାହିତ ହୋଇପଡ଼ିଥିଲା। ଆଉ ପାଖରୁ ଦେଖିବା ପାଇଁ ମୋଦିଙ୍କ ନିକଟକୁ ଛୁଟିଥିଲା। ପିଲାଟି କଡ଼ା ସୁରକ୍ଷା ବଳୟକୁ ଭେଦ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ତାକୁ ଅଟକାଇଥିଲେ। ଦୃଶ୍ୟ […]

surat

surat

Rakesh Mallick
  • Published: Monday, 17 April 2017
  • Updated: 18 April 2017, 02:57 PM IST

Sports

Latest News

ସୁରଟ: ଝିଅଟିର ବୟସ ମାତ୍ର ୪ ବର୍ଷ।  ନା’ ତା’ର ନନକି ଗୋଣ୍ଡଲିଆ। ଏ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଏ ସେ ଜାଣି ନ ଥିବ। କିନ୍ତୁ ଭିଡ଼ ଭିତରେ ମୋଦି ମୋଦି ନାରା କମ୍ପୁଥିବା ବେଳେ ପିଲାଟି କିନ୍ତୁ ଖୁବ୍‌ ଉତ୍ସାହିତ ହୋଇପଡ଼ିଥିଲା। ଆଉ ପାଖରୁ ଦେଖିବା ପାଇଁ ମୋଦିଙ୍କ ନିକଟକୁ ଛୁଟିଥିଲା। ପିଲାଟି କଡ଼ା ସୁରକ୍ଷା ବଳୟକୁ ଭେଦ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ତାକୁ ଅଟକାଇଥିଲେ। ଦୃଶ୍ୟ ମୋଦିଙ୍କ ଆଖିରେ ପଡ଼ିଗଲା। ପିଲାଟିର ଉତ୍ସାହ ଦେ‌ଖି ତାକୁ ନ ଅଟକାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋଦି। ଏମିତି କିଛି ଦୃଶ୍ୟ ଗତକାଲି ସୁରଟରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ  ଭୁବନେଶ୍ୱରଠାରେ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସୁରଟ ଫେରିଯାଇଥିଲେ।  ଏଠାରେ ସେ ଏକ ହସପିଟାଲ ସାଙ୍ଗକୁ ଆଉ କେତେକ ପ୍ରକଳ୍ପ ଉଦ୍‌ଘାଟନ କରିବା ପାଇଁ ଆସିଥିଲେ। ଏଠି ବି ମୋଦି ରୋଡ଼ସୋ କରିଥିଲେ।  ଖଚାଖଚ ଗହଳି ମଧ୍ୟରେ ସେହି ୪ ବର୍ଷର ଝିଅଟି ମୋଦିଙ୍କୁ ପାଖରୁ ଦେ‌ଖିବା ପାଇଁ ଧାଇଁ ଯାଥିଲେ। ଏସପିଜି ସୁରକ୍ଷା ବଳୟରେ ଯାଉଥିବା ମୋଦିଙ୍କ ନଜର ପିଲାଟି ଉପରେ ପଡ଼ିଯାଇଥିଲା। ପିଲାଟି ସୁରକ୍ଷାବଳୟକୁ ଭେଦ କରୁଥିବା ବେଳେ ସୁରକ୍ଷା କର୍ମୀମାନେ ତାକୁ ଅଟକାଇଥିଲେ ।

ହେଲେ ମୋଦି ପିଲାଟିକୁ ନିଜ ପାଖକୁ ଛାଡ଼ିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ପିଲାଟି ଆସିବା ପରେ ମୋଦି ତା’ ସହ ହାତ ମିଳାଇ ଥିଲେ। ଗେହ୍ଲରେ ପଚାରିଥିଲେ ହାତରେ କ’ଣ ପିନ୍ଧିଛ। ସାନ ଝିଅଟି  ହସ ହସ ମୁହଁରେ କହିଥିଲା ଘଣ୍ଟା ପିନ୍ଧିଛି । ଆଉ ମୋଦି ଝିଅଟିର ହାତକୁ ଟେକି  ସମୟ ଦେଖିଥିଲେ। ଏହି ଘଟଣା ସେଠାରେ ଉପସ୍ଥିତ ହଜାର ହଜାର ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି  କରିଥିଲା। ଜଣେ ଶିଶୁ ପାଖରେ ମୋଦି ଅଟକିଯିବେ ଏହାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି ବୋଲି ସ୍ଥାନୀୟ ଜଣେ ବିଜେପି ନେତା କହିଛନ୍ତି। ଏହା ଏକ ଅଭୁଲା ସ୍ମୁତି ହୋଇ ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story