ମୋଦି ଓ ନବୀନ ମୌନୀ ବାବା: ଜୟରାମ ରମେଶ

ଭୁବନେଶ୍ୱର: ଆମ ଦେଶରେ ଯେ କୌଣସି ସମୟରେ ଦଳିତଙ୍କ ଉପରେ ଅତ୍ୟାଚାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ ବସିଥାଆନ୍ତି। ସେହିପରି ଓଡ଼ିଶାରେ ଦଳିତଙ୍କ ଉପରେ ଆକ୍ରମଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚୁପ୍‌ ବସି ରହିଛନ୍ତି।  ତେଣୁ ନରେନ୍ଦ୍ର ମୋଦି ଓ ନବୀନ ବାବୁ ଉଭୟ ମୌନୀ ବାବା ବୋଲି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ଜୟରାମ ରମେଶ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି,“ଓଡ଼ିଶା ସରକାରଙ୍କ ନୀତି ହେଉଛି […]

jayaram ramesh

jayaram ramesh

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 02:50 PM IST

Sports

Latest News

pccଭୁବନେଶ୍ୱର: ଆମ ଦେଶରେ ଯେ କୌଣସି ସମୟରେ ଦଳିତଙ୍କ ଉପରେ ଅତ୍ୟାଚାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ ବସିଥାଆନ୍ତି। ସେହିପରି ଓଡ଼ିଶାରେ ଦଳିତଙ୍କ ଉପରେ ଆକ୍ରମଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚୁପ୍‌ ବସି ରହିଛନ୍ତି।  ତେଣୁ ନରେନ୍ଦ୍ର ମୋଦି ଓ ନବୀନ ବାବୁ ଉଭୟ ମୌନୀ ବାବା ବୋଲି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ଜୟରାମ ରମେଶ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶା ସରକାରଙ୍କ ନୀତି ହେଉଛି ମାଓବାଦୀଙ୍କୁ ମାରିବାକୁ ହେଲେ ଆଦିବାସୀଙ୍କୁ ମାର। କନ୍ଧମାଳ ଗୁଳିମାଡ଼ ଘଟଣାର ଯାଞ୍ଚ ରିପୋର୍ଟ ଦିନେ ଦୁଇ ଦିନ ମଧ୍ୟରେ ଆମେ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପିତ କରିବୁ। ଉଭୟ ଲୋକସଭା ଓ ରାଜ୍ୟ ସଭାରରେ ଏପ୍ରସଙ୍ଗ ଉଠାଇବୁ। ଏଠାରେ କୌଣସି କ୍ରସ୍ ଫାଇରିଂ ହୋଇ ନ ଥିଲା। ଗ୍ରାମବାସୀମାନଙ୍କୁ ହତ୍ୟା କରାଯାଇଛି। ଯେଉଁମାନେ ଏହି ନିରୀହ ଲୋକଙ୍କୁ ମାରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର।”

ସେ କହିଛନ୍ତି,“ଓଡ଼ିଶାର ୩୦ ଜିଲ୍ଲା ମଧ୍ୟରୁ ୧୮ଟି ଜିଲ୍ଲା ମାଓ ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଏହି ୧୮ଟି ଜିଲ୍ଲାକୁ ସକାଳେ ଯାଇ ସନ୍ଧ୍ୟାରେ ହେଲିକପ୍ଟର ଆସି ଯାଆନ୍ତି।  କିନ୍ତୁ ମୁଁ’ ଏହି ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ରାତି କଟାଇଛି।  ତେଣୁ ମୁଁ’ ଜାଣିଛି ସେହି ଅଞ୍ଚଳର ସମସ୍ୟା କ’ଣ? ୟୁପିଏ ସରକାର ଅମଳରେ ଓଡ଼ିଶାରେ ଗ୍ରାମୀଣ ସଡ଼କ ଯୋଜନା ପାଇଁ ଅଧିକ ଅନୁଦାନ ଦିଆଯାଇଛି। ହେଲେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଲ୍‌ ମାରିଛି। ଗତକାଲି ଗୁମୁଡୁମାହା ଯିବା ସମୟରେ କୌଣସି ଗ୍ରାମ ସଡ଼କ ଯୋଜନା ଦେଖିବାକୁ ମିଳିଲା ନାହିଁ। ଆମକୁ ଦେଖିବାକୁ ମିଳିଲା କେବଳ ‘ମୁଖ୍ୟମନ୍ତ୍ରୀ ଗ୍ରାମ କିଚଡ୍‌ ଯୋଜନା’।”

ଆଜିର ଏହି ସମ୍ମିଳନୀରେ ଜୟରାମ ରମେଶ  ମହାନଦୀର ଉପମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନେଇ ପ୍ରତିକ୍ରିୟା ରଖି କହିଛନ୍ତି,“କଂଗ୍ରେସର ଏକ ଟିମ୍‌ ସପ୍ତାହ ମଧ୍ୟରେ ଛତିଶଗଡ଼ ଯାଇ ଘଟଣାର ଅନୁଧ୍ୟାନ କରିବ।”

ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ଜୟରାମ ପ୍ରସାଦ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story