ଐତିହାସିକ ଯାତ୍ରା: ଇସ୍ରାଏଲ ଅଭିମୁଖେ ମୋଦି

ନୂଆଦିଲ୍ଲୀ:ମଙ୍ଗଳବାରଠାରୁ  ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶର କୂଟନୈତିକ ସଂପର୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ଇସ୍ରାଏଲ୍ ଗସ୍ତ କରୁଛନ୍ତି। ଇସ୍ରାଏଲ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।  ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ, ବୈଷୟିକ ଜ୍ଞାନକୌଶଳ, ଜଳଚୁକ୍ତି ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦୁଇ ନେତାଙ୍କ ମଧ୍ୟରେ ୨୬/ ୧୧ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠିପାରେ। ତେଲ୍ ଅଭିବ […]

isreal

isreal

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 11:08 AM IST

Sports

Latest News

ନୂଆଦିଲ୍ଲୀ:ମଙ୍ଗଳବାରଠାରୁ  ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶର କୂଟନୈତିକ ସଂପର୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ଇସ୍ରାଏଲ୍ ଗସ୍ତ କରୁଛନ୍ତି। ଇସ୍ରାଏଲ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ।  ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ, ବୈଷୟିକ ଜ୍ଞାନକୌଶଳ, ଜଳଚୁକ୍ତି ଓ ଆତଙ୍କବାଦ ପ୍ରସଙ୍ଗ ଉପରେ ଆଲୋଚନା ହେବ।

ଦୁଇ ନେତାଙ୍କ ମଧ୍ୟରେ ୨୬/ ୧୧ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠିପାରେ। ତେଲ୍ ଅଭିବ ବିମାନ ବନ୍ଦରରେ ମୋଦିଙ୍କୁ ସ୍ୱାଗତ କ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନିଆହୁ ମୋଦିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଖୋଦ୍ ବିମାନ ବନ୍ଦରରେ ଉପସ୍ଥିତ ରହିବେ ।  ତେବେ ୩ ଦିନିଆ ଗସ୍ତରେ ମୋଦି ପାଲେଷ୍ଟାଇନ୍ ଯିବେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story