ପ୍ରୋଟକଲ୍‌ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ: ଚାଲି ଚାଲି ଲୋକଙ୍କ ଅଭିବାଦନ ଗ୍ରହଣ କଲେ

ଭୁବନେଶ୍ୱର: ମୋଦିମୟ ରାଜଧାନୀର ରାସ୍ତା । ରାଜଭବନରୁ ଜନତା ମଇଦାନ। ନମୋ ନମୋ ମନ୍ତ୍ରରେ କଂପିଲା ରାଜଧାନୀର ରାସ୍ତା। ମୋଦିଙ୍କ ଗୋଟିଏ ଝଲକ୍‌ ଦେଖିବାକୁ ରାସ୍ତାର ଦୁଇ ପାଖରେ ଖଚାଖଚ୍‌ ଭିଡ। ତେବେ ଜୟଦେବ ବିହାର ଛକ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଭାଙ୍ଗି ଦେଲେ ପ୍ରୋଟକଲ। ନୀତି ନିୟମକୁ ଭାଙ୍ଗି ପ୍ରଧାନସେବକ ଚାଲି ଆସିଲେ ଜନତାଙ୍କ ପାଖକୁ।  କାର୍‌ରୁ ଓହ୍ଲାଇ ଆସି ଜନତାଙ୍କ ଅଭିବାଦନ ଗ୍ରହଣ କଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଲୋକଙ୍କ ପାଖକୁ ଯାଇ […]

prtocal-1

prtocal-1

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 07:53 PM IST

Sports

Latest News

ଭୁବନେଶ୍ୱର: ମୋଦିମୟ ରାଜଧାନୀର ରାସ୍ତା । ରାଜଭବନରୁ ଜନତା ମଇଦାନ। ନମୋ ନମୋ ମନ୍ତ୍ରରେ କଂପିଲା ରାଜଧାନୀର ରାସ୍ତା। ମୋଦିଙ୍କ ଗୋଟିଏ ଝଲକ୍‌ ଦେଖିବାକୁ ରାସ୍ତାର ଦୁଇ ପାଖରେ ଖଚାଖଚ୍‌ ଭିଡ। ତେବେ ଜୟଦେବ ବିହାର ଛକ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଭାଙ୍ଗି ଦେଲେ ପ୍ରୋଟକଲ। ନୀତି ନିୟମକୁ ଭାଙ୍ଗି ପ୍ରଧାନସେବକ ଚାଲି ଆସିଲେ ଜନତାଙ୍କ ପାଖକୁ।  କାର୍‌ରୁ ଓହ୍ଲାଇ ଆସି ଜନତାଙ୍କ ଅଭିବାଦନ ଗ୍ରହଣ କଲେ। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଲୋକଙ୍କ ପାଖକୁ ଯାଇ ମୋଦି ହାତ ମିଳାଇଥିଲେ। ନେତା-ଜନତାଙ୍କ ଏହି ମହାମିଳନ ବେଳକୁ ଭାଙ୍ଗି ଯାଇଥିଲା ବ୍ୟାରିକେଡ୍‌। ସୁରକ୍ଷା‍ ବଳୟକୁ ଭେଦ କରି କିଛି ଲୋକ ମୋଦିଙ୍କ ପାଖରେ ପହଞ୍ଚି ଯାଇଥିଲେ। ପଦଯାତ୍ରା ପାଇଁ କୌଣସି ପୂର୍ବ ଯୋଜନା ନଥିବା ବେଳେ ମୋଦି ଚାଲିଥିଲେ ରାଜଧାନୀର ରାଜରାସ୍ତାରେ। ତେବେ କିଛି ବାଟ ଯିବା ପରେ ସୁରକ୍ଷା ‍ଆ ଦୃଷ୍ଟିରୁ ପୁଣି ମୋଦି ନିଜ କାର୍‌କୁ ଫେରି ଆସିଥିଲେ। ଜନତା ମଇଦାନ୍‌ ପର୍ଯ୍ୟନ୍ତ ନିଜ କାର୍‌ ଡୋର୍‌ ଖୋଲି ଲୋକଙ୍କ ହାତ ହଲାଇ ଶୁ‍ଭେଚ୍ଛା ଜଣାଇଥିଲେ।..

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story