ଟ୍ୱିଟ୍‌ କରି ଲିଙ୍ଗରାଜ ମନ୍ଦିରର ଗାଥା ବଖାଣିଲେ ମୋଦି : ତା’ ପରେ କ’ଣ ହେଲା...??

ଭୁବନେଶ୍ୱର:    ଓଃ..କି…ସୁନ୍ଦର? ଏମିତି କମେଣ୍ଟ ଦେଇ କିଏ ଆଚମ୍ବିତ ହୋଇ ଯାଇଛି ତ’ ଆଉ କିଏ ଆଶ୍ଚର୍ଯ୍ୟ ହୋଇଯାଇଛି।  ଲିଙ୍ଗରାଜ ମନ୍ଦିର ବୁଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ସମ୍ପର୍କରେ ଟ୍ୱିଟ୍‌ କରିବା ପରେ ଇଏ ହେଉଛି କିଛି ରି-ଟ୍ୱିଟ୍‌ର ଅଂଶ। ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ଅଜଣା ଥିବା ଲୋକେ ଟୁଇଟରେ ଫଟୋ ଦେଖି ଏଭଳି ସ୍ତମ୍ଭୀଭୁତ ହୋଇଯାଇଥିଲେ। ଭୁବନେଶ୍ୱରରରେ ବିଜେପି କାର୍ଯ୍ୟକାରିଣୀରେ ଯୋଗଦେଇ  ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦି ଫେରିଯାଇଥିଲେ। ଅନେକ ଓଡ଼ିଶା ଗସ୍ତ […]

modi-2

modi-2

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 04:49 PM IST

Sports

Latest News

ଭୁବନେଶ୍ୱର:    ଓଃ..କି...ସୁନ୍ଦର? ଏମିତି କମେଣ୍ଟ ଦେଇ କିଏ ଆଚମ୍ବିତ ହୋଇ ଯାଇଛି ତ’ ଆଉ କିଏ ଆଶ୍ଚର୍ଯ୍ୟ ହୋଇଯାଇଛି।  ଲିଙ୍ଗରାଜ ମନ୍ଦିର ବୁଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ଦିର ସମ୍ପର୍କରେ ଟ୍ୱିଟ୍‌ କରିବା ପରେ ଇଏ ହେଉଛି କିଛି ରି-ଟ୍ୱିଟ୍‌ର ଅଂଶ। ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ଅଜଣା ଥିବା ଲୋକେ ଟୁଇଟରେ ଫଟୋ ଦେଖି ଏଭଳି ସ୍ତମ୍ଭୀଭୁତ ହୋଇଯାଇଥିଲେ।

ଭୁବନେଶ୍ୱରରରେ ବିଜେପି କାର୍ଯ୍ୟକାରିଣୀରେ ଯୋଗଦେଇ  ଗତ ରବିବାର ପ୍ରଧାନମନ୍ତ୍ରୀ ମୋଦି ଫେରିଯାଇଥିଲେ। ଅନେକ ଓଡ଼ିଶା ଗସ୍ତ ମଧ୍ୟରୁ ଏଥରର ଅନୁଭୂତି ଥିଲା କିଛିଟା ନିଆରା ।  ପ୍ରୋଟକଲ ଭାଙ୍ଗି ଲୋକଙ୍କ ସହ ହାତ ମିଳାଇବା, ଜୟଦେବ ବିହାରରେ ଚାଲି ଚାଲି ଯିବା ରାଜନୀତିରେ ଭିନ୍ନ ଏକ ପରମ୍ପରା ସୃଷ୍ଟି କରିଥିଲା।

ହେଲେ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ଏବଂ ମନ୍ଦିରକୁ ଦେଖି ସ୍ତମ୍ଭୀଭୁତ ହେବା ତାଙ୍କ ପାଇଁ ଏକ ଭିନ୍ନ ଅନୁଭୁତି ଥିଲା। ମନ୍ଦିରର ସୁନ୍ଦର କାରୁକାର୍ଯ୍ୟ ଏବଂ ଭାସ୍କର୍ଯ୍ୟ ତାଙ୍କ ମୋଦିଙ୍କ ମନକୁ ଦୋହଲାଇ ଦେଇଥିଲା।  ମନ୍ଦିର ବୁଲିବା ପରେ ଟକିନିଖି ଦୃଶ୍ୟ ତାଙ୍କ ମନର ଲେନ୍ସରେ ଛାଇ ହୋଇ ରହିଥିଲା। ଯାହାକୁ ସେ ନିଜ ଟୁଇଟର ପେଜରେ ପ୍ରକାଶ କରିଛନ୍ତି।  ତାଙ୍କ ଟୁଇଟର ପେଜରେ ସେ ଲେଖିଛନ୍ତି,“ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମୁଁ ପ୍ରାର୍ଥନା କଲି। ମନ୍ଦିରର ଅଦ୍ଭୁତ ସୌନ୍ଦର୍ଯ୍ୟ ମୋ ମନରେ ବସା ବାନ୍ଧି  ରହିଗଲା”।  ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ମୋଦିଙ୍କ ଟ୍ୱିଟ୍‌ ପରେ ତାଙ୍କୁ ଅନେକ ରି-ଟ୍ୱିଟ୍‌ କରିଛନ୍ତି।  ମନ୍ଦିର ସମ୍ପର୍କରେ ମୋଦିଙ୍କ ଏହି ଟ୍ୱିଟ୍‌ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚା ହେଇଛି। ଭୁବନେଶ୍ୱରରେ ଆସିବା ଅବସରେ ଗତ ରବିବାର ମୋଦି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ପାଖାପାଖୀ ୨୫ ମିନିଟ ଧରି ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ପୂଜା କରିଥିଲେ ମୋଦି ।

ଏକାଦଶ ଶତାବ୍ଦୀର ଏହି ମନ୍ଦିରର ସୌନ୍ଦର୍ଯ୍ୟ ମୋଦିଙ୍କୁ ଖୁବ୍‌ ବିମୋହିତ କରିଥିଲା।  ଏହି ଅବସରରେ ମୋଦି ମନ୍ଦିରର କିଛି ଫଟୋ ଉଠାଇଥିଲେ। ଅଉ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସେୟାର କରିଥିଲେ। ମୋଦିଙ୍କ ଏହି ଟ୍ୱିଟ୍‌ ପରେ ମନ୍ଦିର ସମ୍ପର୍କରେ ଜାଣି ନଥିବା ଅନେକ ବ୍ୟକ୍ତି ରି- ଟ୍ୱିଟ୍‌ କରି ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ।  ମୋଦି ଉଠାଇଥିବା ମନ୍ଦିରର ଫଟୋ ଦେଖି କେତେ ସୁନ୍ଦର ମନ୍ଦିର ରି- ଟ୍ୱିଟ୍‌ରେ ଜଣାଇଛନ୍ତି। ମନ୍ଦିର ଫଟୋ ସେୟାର କରିଥିବାରୁ ରାମା ରାଓ କୁଲକର୍ଣ୍ଣୀ ନାମକ ଜଣେ ବ୍ୟକ୍ତି ରି- ଟ୍ୱିଟ୍‌ କରି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଉତ୍ତରରେ ମୋଦି କହିଛନ୍ତି ଥରେ ହେଲେ ନିଶ୍ଚିତ ଆସି  ଓଡ଼ିଶାର ଏହି ମନ୍ଦିର ବୁଲିଯାଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story