ମୋଦି ଭେଣ୍ଟିଲେଟର, ସିବିଆଇ ଅକ୍ସିଜେନ ଓ ନବୀନ ପେସେଣ୍ଟ: ଜୟରାମ ରମେଶ

ଭୁବନେଶ୍ୱର: ନରେନ୍ଦ୍ର ମୋଦି ହେଉଛନ୍ତି ରାଜନୈତିକ ଭେଣ୍ଟିଲେଟର। ସିବିଆଇ ଅକ୍ସିଜେନ ହେଲେ ନବୀନ ପଟ୍ଟନାୟକ ହେଉଛନ୍ତି ପେସେଣ୍ଟ। ଶନିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେଡି ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି। ଚିଟଫଣ୍ଡ ଘୋଟାଲା ଓ ବେଆଇନ ଖଣି ଖନନ ଘଟଣାର ତଦନ୍ତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଲାସୁତୁରା ଏବଂ ସିବିଆଇ ଯାଞ୍ଚକୁ ନେଇ ସେ ଏହା କହିଛନ୍ତି। ଏହାସହ ରାଜ୍ୟରେ ମନ୍ତ୍ରୀମାନଙ୍କ ଗାଡି ଉପରକୁ ହେଉଥିବା […]

Jayaram

Jayaram

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 02:15 PM IST

Sports

Latest News

ଭୁବନେଶ୍ୱର: ନରେନ୍ଦ୍ର ମୋଦି ହେଉଛନ୍ତି ରାଜନୈତିକ ଭେଣ୍ଟିଲେଟର। ସିବିଆଇ ଅକ୍ସିଜେନ ହେଲେ ନବୀନ ପଟ୍ଟନାୟକ ହେଉଛନ୍ତି ପେସେଣ୍ଟ। ଶନିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେଡି ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି। ଚିଟଫଣ୍ଡ ଘୋଟାଲା ଓ ବେଆଇନ ଖଣି ଖନନ ଘଟଣାର ତଦନ୍ତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଲାସୁତୁରା ଏବଂ ସିବିଆଇ ଯାଞ୍ଚକୁ ନେଇ ସେ ଏହା କହିଛନ୍ତି। ଏହାସହ ରାଜ୍ୟରେ ମନ୍ତ୍ରୀମାନଙ୍କ ଗାଡି ଉପରକୁ ହେଉଥିବା ଅଣ୍ଡାମାଡ଼ ଘଟଣାକୁ ସେ ସମର୍ଥନ କରିଛନ୍ତି। ସେହିପରି ଜିଏସଟି ବିଲ୍ ଗୃହୀତ ନ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ରମେଶ।

ଜୟରାମ କହିଛନ୍ତି ଓଡ଼ିଶାରେ ଦୁଇଟି ମହା ଘୋଟାଲା ହୋଇଛି। ଚିଟଫଣ୍ଡ ଓ ବେଆଇନ ଖଣି ଖନନ। ଏହାର ସିବିଆଇ ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଘୋଟାଲା ହୋଇଛି। ୨୦ ଲକ୍ଷ ଲୋକଙ୍କ ଜୀବନ ଏବେ ଅସୁରକ୍ଷିତ। ସେହିପରି ୩ଲକ୍ଷ କୋଟି ଟଙ୍କାର ଘୋଟାଲା ହୋଇଛି।

ସେ କହିଛନ୍ତି ସିବିଆଇ ଉପରେ ଆମର ଭରଷା ଅଛି, ହେଲେ ନରେନ୍ଦ୍ର ମୋଦିଙ୍କ ଉପରେ ନାହିଁ। ତାଙ୍କ ଇସାରାରେ ସିବିଆଇ କାମ କରୁଛି। ତେଣୁ ଏହି ଦୁଇ ଘୋଟାଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ମନିଟରିଂରେ ହେବା ଦରକାର।

ସେ କହିଛନ୍ତି କଂଗ୍ରେସ ସବୁବେଳେ ଜିଏସଟି ବିଲ୍ ଆସୁ ଚାହୁଁଛି। ହେଲେ ନରେନ୍ଦ୍ର ମୋଦି ଚାହୁଁ ନାହାନ୍ତି ଜିଏସଟି ବିଲ ଆସୁ। ସେହିପରି ଜିଏସଟି ବିଲ ଉପରେ ବିଜେଡିର ଆଭିମ୍ୟୁଖକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭଯୋଗ କରିଛନ୍ତି, ବିଜେଡି କେତେବେଳେ ଏହାକୁ ସମର୍ଥନ କରୁଥିବା କହୁଥିବା ବେଳେ ଆଉ କେକେତେବେ ନୀତି ଓ ଆଦର୍ଶଗତ କାରଣରୁ ସମର୍ଥନ ଦେଉଥିବା କହୁଛି। ଯେତେବେଳେ ବି ବିଜେଡି ପକ୍ଷରୁ ଜିଏସଟିକୁ ନେଇ କିଛି ବିରୋଧାଭାଷ ଆସୁଛି ମୋଦି ଚିଟଫଣ୍ଡ ଓ ଖଣି ଘୋଟାଲାରେ ସିବିଆଇ ଯାଞ୍ଚର ଭୟ ଦେଖାଉଛି ଓ ବିଜେଡିର ମତରେ ପରିବର୍ତ୍ତନ ହୋଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story