ମୋହନାରେ ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ପୋଡି ହତ୍ୟା, ୭ ଗିରଫ

ମୋହନା: ଗୁଣିଗାରେଡି ସନ୍ଦେହରେ ଗଜପତି ଜିଲ୍ଲା ଅଡ଼ବା ଥାନ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମରେ ଦୁଇ ଜଣଙ୍କୁ ହତ୍ୟା କରି ପୋଡି ଦିଆଯାଇଛି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୋଡି ମାରିଥିବା କଥାକୁ ସ୍ୱୀକାର କରିଛନ୍ତି ବୋଲି ପୋଲିସ୍‌ କହିଛି। ମିଳିଥିବା ଖବର ଅନୁଯାୟୀ, ଗତ ଦୁଇ ବର୍ଷରେ ଉକ୍ତ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଏହାପରେ ଗ୍ରାମବାସୀ ଗଙ୍ଗା ଗମାଙ୍ଗ(୫୦) ଓ ବିରଞ୍ଚି ବସ୍ତରାୟ(୪୮)ଙ୍କ ଗୁଣିଗାରେଡି ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଛି […]

mohana

mohana

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 08:05 PM IST

Sports

Latest News

mohana12ମୋହନା: ଗୁଣିଗାରେଡି ସନ୍ଦେହରେ ଗଜପତି ଜିଲ୍ଲା ଅଡ଼ବା ଥାନ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମରେ ଦୁଇ ଜଣଙ୍କୁ ହତ୍ୟା କରି ପୋଡି ଦିଆଯାଇଛି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ପୋଡି ମାରିଥିବା କଥାକୁ ସ୍ୱୀକାର କରିଛନ୍ତି ବୋଲି ପୋଲିସ୍‌ କହିଛି।

ମିଳିଥିବା ଖବର ଅନୁଯାୟୀ, ଗତ ଦୁଇ ବର୍ଷରେ ଉକ୍ତ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଏହାପରେ ଗ୍ରାମବାସୀ ଗଙ୍ଗା ଗମାଙ୍ଗ(୫୦) ଓ ବିରଞ୍ଚି ବସ୍ତରାୟ(୪୮)ଙ୍କ ଗୁଣିଗାରେଡି ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରୁଥିଲେ।

ଗତକାଲି ବୈଠକ ଅଛି ବୋଲି କହି କେତେକ ଲୋକ ଗଙ୍ଗା ଓ ବିରଞ୍ଚିଙ୍କୁ ତାଙ୍କ ଘରୁ ବୋଲେରୋରେ ଡାକି ନେଇଥିଲେ। ଗାଁଠାରୁ କିଛି ଦୂର ଜଙ୍ଗଲରେ ସେମାନଙ୍କୁ ହତ୍ୟା କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ପୋଡିଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କ ଥାନାରେ ଅଭିଯୋଗ ନ କରିବାକୁ ପରିବାର ଲୋକଙ୍କୁ ଧମକଚମକ ଦେଇଥିଲେ। ସେହି ଭୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ।

ଗଙ୍ଗାଙ୍କ ସମ୍ପର୍କିୟ କହିଛନ୍ତି, “ଗୁଣି କରୁଛି ବୋଲି ସନ୍ଦେହ କରି ମାରି ଦେବାକୁ ଗାଁ ଲୋକେ ଧମକ ଦେଉଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲୁ। ଏ କଥା ଗାଁ ଲୋକେ ଜାଣିପାରି ୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଗତକାଲି ୫ରୁ ୬ ଜଣ ଲୋକ ଘରକୁ ଆସି ଡାକି ନେଇ ମାରିଦେଲେ।”

ଗଞ୍ଜାମ ଏସ୍‌ପି ଇନ୍‌ଚାର୍ଯ ଏସ୍‌.କେ. ମିଶ୍ର କହିଛନ୍ତି, “ଗତକାଲି ସନ୍ଧ୍ୟା ୫ଟାରେ ଗାଁରେ ବୈଠକ ହେବ ବୋଲି କହି ଘରୁ ଡାକି ନେଇ ହତ୍ୟା କରି ଜଙ୍ଗଲରେ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଛି।”

ଗିରଫ ଭୟରେ ଉକ୍ତ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story