ଘରୋଇ କଳହର କରୁଣ ପରିଣତି:୧୧ ମାସର ପୁଅର ତଣ୍ଟିଚିପି ମାରିବା ପରେ ଆତ୍ମହତ୍ୟା କଲା ମା’

କେନ୍ଦୁଝର: ଘରୋଇ କଳହର କରୁଣ ପରିଣତି। ସ୍ୱାମୀସ୍ତ୍ରୀଙ୍କ ଝଗଡ଼ାରେ ୧୧ ମାସର ଶିଶୁପୁତ୍ର ବଳି ପଡ଼ିଛି। ସ୍ୱାମୀ ସହ ଝଗଡ଼ା ପରେ ଶିଶୁପୁତ୍ରକୁ ତଣ୍ଟି ଚିପି ମାଆ ମାରି ଦେଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ପଞ୍ଚାୟତ ହାଣ୍ଡିଆସିଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଶିଶୁପୁତ୍ରକୁ ହତ୍ୟା ପରେ ମାଆ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ପୋଲିସ୍ ଶିଶୁପୁତ୍ରର ବାପାକୁ […]

dead child

dead child

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 11:39 AM IST

Sports

Latest News

କେନ୍ଦୁଝର: ଘରୋଇ କଳହର କରୁଣ ପରିଣତି। ସ୍ୱାମୀସ୍ତ୍ରୀଙ୍କ ଝଗଡ଼ାରେ ୧୧ ମାସର ଶିଶୁପୁତ୍ର ବଳି ପଡ଼ିଛି। ସ୍ୱାମୀ ସହ ଝଗଡ଼ା ପରେ ଶିଶୁପୁତ୍ରକୁ ତଣ୍ଟି ଚିପି ମାଆ ମାରି ଦେଇଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ପଞ୍ଚାୟତ ହାଣ୍ଡିଆସିଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।

ଶିଶୁପୁତ୍ରକୁ ହତ୍ୟା ପରେ ମାଆ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ପୋଲିସ୍ ଶିଶୁପୁତ୍ରର ବାପାକୁ  ଅଟକ ରଖିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos