ମୋତିଲାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଆଜି ଭୁବନେଶ୍ୱର ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ୬ ଦିନ ରିମାଣ୍ଡରେ ନେଇଛି। କ୍ରାଇମବ୍ରାଞ୍ଚ ତାଙ୍କ ସମ୍ପର୍କିତ ଖୋଳତାଢ ପାଇଁ ୭ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଗତକାଲି  ମୋତିଲାଲଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାକରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍‌ ଗିରଫ କରିଥିଲା। ମୋତିଲାଲଙ୍କୁ ଗିରଫ କରାଯାଇ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଥିଲା। ଗତ ୬ ତାରିଖରେ ଫାକ୍‌ଟ୍ରି  ଆଣ୍ଡ ବଏଲର ବିଭାଗର ସହକାରୀ […]

motilal

motilal

Rakesh Mallick
  • Published: Monday, 04 July 2016
  • Updated: 04 July 2016, 08:35 PM IST

Sports

Latest News

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଆଜି ଭୁବନେଶ୍ୱର ଜିଲ୍ଲା ଦୌରା ଜଜ୍‌ କୋର୍ଟରେ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ୬ ଦିନ ରିମାଣ୍ଡରେ ନେଇଛି। କ୍ରାଇମବ୍ରାଞ୍ଚ ତାଙ୍କ ସମ୍ପର୍କିତ ଖୋଳତାଢ ପାଇଁ ୭ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।

ଗତକାଲି  ମୋତିଲାଲଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାକରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍‌ ଗିରଫ କରିଥିଲା। ମୋତିଲାଲଙ୍କୁ ଗିରଫ କରାଯାଇ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇଥିଲା।

ଗତ ୬ ତାରିଖରେ ଫାକ୍‌ଟ୍ରି  ଆଣ୍ଡ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଥିବା ମୋତିଲାଲଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବାପରେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଜଣ ଲ୍ୟାବ୍‌ ମାଲିକ ଓ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା। ଗିରଫଦାରୀ ଭୟରେ  ମୋତିଲାଲ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।  ଜାମିନ ଆବେଦନ ଖାରଜ ହେବା ପରେ ମୋତିଲାଲ୍‌  ଓଡ଼ିଶାରୁ  ଆନ୍ଧ୍ରପ୍ରଦେଶକୁ ପଳାଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story