୩ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ଟିଟିଲାଗଡ଼: ଚିଟ୍‌ଫଣ୍ଡ ଲିଙ୍କ୍‌ ଥିବା ୩ ମନ୍ତ୍ରୀଙ୍କୁ ୧୦ ଦିନ ମଧ୍ୟରେ ବହିଷ୍କାର କରିବା ଦାବିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବେଲଗାଁ, ନବୀନ ଛକ୍ ଓ ବୌଦ୍ଧ ମନମୁଣ୍ଡା ପ୍ରାଣୀ ଚିକିତ୍ସାଳୟରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏହି ମନ୍ତ୍ରୀମାନେ ହେଲେ ସଂଜୟ ଦାସବର୍ମା, ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ। ପୋଷ୍ଟର ଗୁଡ଼ିକ ଲାଲ୍‌ କାଳିରେ ଲେଖାଯାଇଥିବା ବେଳେ ତଳେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି। ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ପୋଷ୍ଟର […]

moust

moust

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 03:17 PM IST

Sports

Latest News

ଟିଟିଲାଗଡ଼: ଚିଟ୍‌ଫଣ୍ଡ ଲିଙ୍କ୍‌ ଥିବା ୩ ମନ୍ତ୍ରୀଙ୍କୁ ୧୦ ଦିନ ମଧ୍ୟରେ ବହିଷ୍କାର କରିବା ଦାବିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବେଲଗାଁ, ନବୀନ ଛକ୍ ଓ ବୌଦ୍ଧ ମନମୁଣ୍ଡା ପ୍ରାଣୀ ଚିକିତ୍ସାଳୟରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏହି ମନ୍ତ୍ରୀମାନେ ହେଲେ ସଂଜୟ ଦାସବର୍ମା, ଅରୁଣ ସାହୁ ଓ ପୁଷ୍ପେନ୍ଦ୍ର ସିଂହଦେଓ।

ପୋଷ୍ଟର ଗୁଡ଼ିକ ଲାଲ୍‌ କାଳିରେ ଲେଖାଯାଇଥିବା ବେଳେ ତଳେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି। ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

ଅତିରିକ୍ତ ଏସ୍‌ପି ଶଶୀଭୂଷଣ ଶତପଥୀ କହିଛନ୍ତି, “ଲୋକଙ୍କୁ ଭୟଭୀତ କରିବା ପାଇଁ ଏପରି ପୋଷ୍ଟର ମରାଯାଇଛି। ପୋଲିସ୍ ପୋଷ୍ଟର ଜବତ କରି ତଦନ୍ତ ଚଳାଇଛି। ଏହା ମାଓ ପୋଷ୍ଟର କି ନୁହେଁ ତାହା ସ୍ପଷ୍ଟ ହୋଇନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story