ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟିଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବୈଜୟନ୍ତଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇଛନ୍ତି।  ଏନେଇ ପ୍ରେସ ରିଲିଜ୍ ଜାରି କରିଛି ବିଜେଡି। ଗତ କିଛି ଦିନ ଧରି ଦଳ ସଂପର୍କରେ ଟୁଇଟ୍‌ ଓ ଖବର କାଗଜରେ ସ୍ତମ୍ଭ ଲେଖାକୁ ନେଇ ଚର୍ଚ୍ଚାରେ ଥିଲେ ବୈଜୟନ୍ତ। ନିକଟରେ ଜୟରାମ ପାଙ୍ଗି ବିଜେପିରେ ମିଶିବା ଦିନ ବୈଜୟନ୍ତ ଟୁଇଟ୍‌ରେ ଲେଖିଥିଲେ, ଗତ ସପ୍ତାହରେ […]

b panda

b panda

Rakesh Mallick
  • Published: Friday, 12 May 2017
  • Updated: 12 May 2017, 09:23 PM IST

Sports

Latest News

ଭୁବନେଶ୍ୱର: ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବୈଜୟନ୍ତଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଇଛନ୍ତି।  ଏନେଇ ପ୍ରେସ ରିଲିଜ୍ ଜାରି କରିଛି ବିଜେଡି।

ଗତ କିଛି ଦିନ ଧରି ଦଳ ସଂପର୍କରେ ଟୁଇଟ୍‌ ଓ ଖବର କାଗଜରେ ସ୍ତମ୍ଭ ଲେଖାକୁ ନେଇ ଚର୍ଚ୍ଚାରେ ଥିଲେ ବୈଜୟନ୍ତ। ନିକଟରେ ଜୟରାମ ପାଙ୍ଗି ବିଜେପିରେ ମିଶିବା ଦିନ ବୈଜୟନ୍ତ ଟୁଇଟ୍‌ରେ ଲେଖିଥିଲେ, ଗତ ସପ୍ତାହରେ ଏନେଇ ଦଳକୁ ସତର୍କ କରାଇ ଦେଇଥିଲି। ତେବେ ତାଙ୍କ ମତକୁ ବିରୋଧ କରାଯାଇଥିଲା। ବୈଜୟନ୍ତ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ସଂଖ୍ୟାବହୁଳ ଗୋଷ୍ଠୀ ଏବେ ପ୍ରତିନିଧିଶୂନ୍ୟ ଭଳି ଅବସ୍ଥାରେ ଅଛନ୍ତି। ଏ ନେଇ ଚାରିଆଡେ ଅପ୍ରସନ୍ନତା ଦେଖାଦେଇଛି।

ପୂର୍ବରୁ ପୁରୁଖା ନେତାଙ୍କ ଫେରିବା ସମ୍ଭାବନା ନେଇ ବୈଜୟନ୍ତ କହିଥିଲେ,କିଛି ଭଲ ନେତା ଷଡଯନ୍ତ୍ରର ଶିକାର ହୋଇ ଦଳରୁ ବାହାରି ଯାଇଥିଲେ। ଏବେ ମଧ୍ୟ କିଛି ନେତାଙ୍କୁ ବାହାର କରିବା ପାଇଁ ଦଳରେ ଷଡଯନ୍ତ୍ର ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ଏପରି ଆରୋପକୁ ଖଣ୍ଡନ କରିଥିଲେ। ତା ପୂର୍ବରୁ ମଧ୍ୟ ବୈଜୟନ୍ତଙ୍କ ଖବରକାଗଜ ଲେଖା ‘ବିଜେଡି: ଆତ୍ମସମୀକ୍ଷାର ସମୟ’କୁ ନେଇ ବି ବେଶ ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story