କେଉଁ ବାବୁମାନେ ବୁଡ଼ି ରହିଛନ୍ତି ଦୁର୍ନୀତିରେ? ସାଂସଦ କଲେ ଟୁଇଟ୍‌, ମନ୍ତ୍ରୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏ ନେଇ ଟୁଇଟ୍ ଯୋଗେ ମତାମତ ରଖିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ଜଣେ ଫଲୋଅରଙ୍କ ରି-ଟୁଇଟ୍‌ର ଜବାବରେ ବୈଜୟନ୍ତ ଏଭଳି ମତ ରଖିଛନ୍ତି। ନବୀନ ଠିକ୍ ଅଛନ୍ତି। ତେବେ ତାଙ୍କ ପରାମର୍ଶଦାତାମାନେ ଫାଇଦା ମାରୁଛନ୍ତି। କିଛି ମନ୍ତ୍ରୀ ଓ ଅଫିସର ନବୀନଙ୍କ ନାଁର ଫାଇଦା ନେଉଛନ୍ତି ବୋଲି ଫଲୋଅର ଜଣକ ରି-ଟୁଇଟ୍‌ କରିଥିଲେ। ଏହାର ଜବାବରେ ବୈଜୟନ୍ତ କହିଛନ୍ତି,“ମନ୍ତ୍ରୀ ନୁହେଁ, କିଛି ଅଫିସରଙ୍କ ବିଷୟରେ ଚର୍ଚ୍ଚା […]

Baijayant Panda

Baijayant Panda

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 05:23 PM IST

Sports

Latest News

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏ ନେଇ ଟୁଇଟ୍ ଯୋଗେ ମତାମତ ରଖିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ଜଣେ ଫଲୋଅରଙ୍କ ରି-ଟୁଇଟ୍‌ର ଜବାବରେ ବୈଜୟନ୍ତ ଏଭଳି ମତ ରଖିଛନ୍ତି।

ନବୀନ ଠିକ୍ ଅଛନ୍ତି। ତେବେ ତାଙ୍କ ପରାମର୍ଶଦାତାମାନେ ଫାଇଦା ମାରୁଛନ୍ତି। କିଛି ମନ୍ତ୍ରୀ ଓ ଅଫିସର ନବୀନଙ୍କ ନାଁର ଫାଇଦା ନେଉଛନ୍ତି ବୋଲି ଫଲୋଅର ଜଣକ ରି-ଟୁଇଟ୍‌ କରିଥିଲେ। ଏହାର ଜବାବରେ ବୈଜୟନ୍ତ କହିଛନ୍ତି,“ମନ୍ତ୍ରୀ ନୁହେଁ, କିଛି ଅଫିସରଙ୍କ ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ନବୀନବାବୁ କିଛି ଦୃଢ ପଦକ୍ଷେପ ନେଇଛନ୍ତି। ଦଳ ଏବଂ ସରକାରକୁ ଏହା ନୂଆ ଜୀବନ ଦେଇଛି। ତେବେ ଅଫିସରଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ଲୋଡ଼ା।”

ସେହିପରି ଅନ୍ୟ ଏକ ଟୁଇଟ୍‌ରେ ବୈଜୟନ୍ତ କହିଛନ୍ତି,“ଗୋଟିଏ ଝୁଡ଼ିରେ ଯେପରି ଗୋଟିଏ କି ଦୁଇଟି ପଚା ସେଓ ଥିଲେ ତାହା ପୁରା ଝୁଡ଼ିକୁ ନଷ୍ଟ କରିଦିଏ। ସେହିଭଳି କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଏଭଳି ଅବସ୍ଥା ହେଉଛି।”

ଗତକାଲି ବୈଜୟନ୍ତ ଟୁଇଟ୍‌ କରି ଦେଶରେ ଥିବା ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ ଅଧିକାରୀଙ୍କ ମୁଖା ଖୋଲାଯିବା ଦରକାର ବୋଲି ଉଲ୍ଲେଖ କରିଥିଲେ। କର୍ଣ୍ଣାଟକର ଜଣେ ଆଇଏଏସ୍‌ ଅଧିକାରୀ ଲାଞ୍ଚ ନେଇଥିବା ସମ୍ପର୍କିତ ଏକ ଖବର ଉପରେ ପ୍ରତିକ୍ରିୟା ରଖି ବୈଜୟନ୍ତ ଏଭଳି ଟୁଇଟ୍ କରିଥିଲେ।

ଏନେଇ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି,“ଯଦି କୌଣସି ଆଇଏଏସ୍‌ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ବଦଳରେ ବିଭ୍ରାନ୍ତ କରୁଛନ୍ତି ବୈଜୟନ୍ତବାବୁ ସର୍ବ ସମ୍ମୁଖରେ ସେମାନଙ୍କ ନାଁ ପ୍ରକାଶ କରନ୍ତୁ। ତାହା ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story