ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସାଂସଦ ରବୀନ୍ଦ୍ର ଜେନା

କଟକ: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଦୁଇ ଥର ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନା ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସିସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିବା ସମ୍ଭାବନା ଥିବା ଦର୍ଶାଇ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିଜେଡିର ନିର୍ବାଚିତ ସାଂସଦ ହୋଇଥିବାରୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସିବିଆଇ ତାଙ୍କୁ ହଇରାଣ କରୁଛି। […]

rabindra

rabindra

Rakesh Mallick
  • Published: Friday, 13 January 2017
  • Updated: 06 March 2017, 04:14 PM IST

Sports

Latest News

କଟକ: ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଦୁଇ ଥର ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନା ଆଜି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ସିସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିବା ସମ୍ଭାବନା ଥିବା ଦର୍ଶାଇ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିଜେଡିର ନିର୍ବାଚିତ ସାଂସଦ ହୋଇଥିବାରୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସିବିଆଇ ତାଙ୍କୁ ହଇରାଣ କରୁଛି।

ଗତକାଲି ରବୀନ୍ଦ୍ରଙ୍କ ବାଲେଶ୍ୱର ଓ ଦିଲ୍ଲୀ ସ୍ଥିତ ଘରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। ସେହିପରି ଗତକାଲି ତାଙ୍କୁ ଭୁବନେଶ୍ୱର ସ୍ଥିତି ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ଜାରି କରାଯାଇଥିଲେ ହେଁ ସେ ଆସି ନ ଥିଲେ। ଏଥିପାଇଁ ତାଙ୍କୁ ୯ ତାରିଖରେ ନୋଟିସ୍ ଜାରି କରାଯାଇଥିଲା।

ସିସୋର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗତ ଡିସେମ୍ବର ୧୦ ତାରିଖରେ ସିବିଆଇ ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା।

୨୦୧୫ ଜାନୁଆରୀରେ ମଧ୍ୟ ତାଙ୍କୁ ସିବିଆଇ ଜେରା କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ରବୀନ୍ଦ୍ରଙ୍କ ସୁପ୍ରତୀକ ଗ୍ରୁପ୍ ଅଫ୍ କଂପାନୀଜ୍ ସିସୋର ଠାରୁ ୧୮ କୋଟି ଟଙ୍କା ଋଣ ନେଇଥିଲା। ତେବେ ଏହାକୁ ସେ ପରିଶୋଧ କରି ଦେଇଥିବା କହୁଥିଲେ ହେଁ ସିବିଆଇକୁ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story