ନନ୍ଦନକାନନକୁ ଆସିଲେ ୫ ‘କାଇମନ୍‌’ କୁମ୍ଭୀର

ଭୁବନେଶ୍ୱର: ମାଡ୍ରାସ କ୍ରକୋଡାଇଲ୍‌ ବ୍ୟାଙ୍କ ଟ୍ରଷ୍ଟରୁ ନନ୍ଦନକାନନକୁ ଆସିଲେ ୫ଟି   ‘କାଇମନ୍‌’ କୁମ୍ଭୀର। ସେମାନଙ୍କ ମଧ୍ୟରେ ଅଛନ୍ତି ୩ଟି ମାଈ କୁମ୍ଭୀର। ୪ଟି ପାଣିଗୋଧି ବଦଳରେ ଏହି ୫ ‘କାଇମନ୍’ କୁମ୍ଭୀରଙ୍କୁ ଅଣାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୧୯୮୬ ମସିହାରେ ‘କାଇମନ୍‌’ କୁମ୍ଭୀର ନନ୍ଦନକାନରେ ଥିଲା। ପରବର୍ତ୍ତୀ ସମୟରେ ଏଠାରେ ଏହାର ବଂଶ ଲୋପ ପାଇଯାଇ ଥିଲା। ଅନ୍ୟ କୁମ୍ଭୀର ଅପେକ୍ଷା ‘କାଇମନ୍‌’ କୁମ୍ଭୀର ଦେଖିବାକୁ ଛୋଟ। ଦର୍ଶକମାନଙ୍କୁ ଏହି କୁମ୍ଭୀର ବେଶି ଆକୃଷ୍ଟ କରିଥାଏ। […]

crocidle

crocidle

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 09:50 AM IST

Sports

Latest News

ଭୁବନେଶ୍ୱର: ମାଡ୍ରାସ କ୍ରକୋଡାଇଲ୍‌ ବ୍ୟାଙ୍କ ଟ୍ରଷ୍ଟରୁ ନନ୍ଦନକାନନକୁ ଆସିଲେ ୫ଟି   ‘କାଇମନ୍‌’ କୁମ୍ଭୀର। ସେମାନଙ୍କ ମଧ୍ୟରେ ଅଛନ୍ତି ୩ଟି ମାଈ କୁମ୍ଭୀର। ୪ଟି ପାଣିଗୋଧି ବଦଳରେ ଏହି ୫ ‘କାଇମନ୍’ କୁମ୍ଭୀରଙ୍କୁ ଅଣାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୧୯୮୬ ମସିହାରେ ‘କାଇମନ୍‌’ କୁମ୍ଭୀର ନନ୍ଦନକାନରେ ଥିଲା। ପରବର୍ତ୍ତୀ ସମୟରେ ଏଠାରେ ଏହାର ବଂଶ ଲୋପ ପାଇଯାଇ ଥିଲା। ଅନ୍ୟ କୁମ୍ଭୀର ଅପେକ୍ଷା ‘କାଇମନ୍‌’ କୁମ୍ଭୀର ଦେଖିବାକୁ ଛୋଟ। ଦର୍ଶକମାନଙ୍କୁ ଏହି କୁମ୍ଭୀର ବେଶି ଆକୃଷ୍ଟ କରିଥାଏ। ଏମାନେ ଶୀଘ୍ର ବଂଶ ବିସ୍ତାର କରିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story