ନନ୍ଦନକାନନରେ ବାଘୁଣୀ ‘ସୁଷମା’ର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ସବୁଠୁ ବୟସ୍କା ବାଘୁଣୀ ‘ସୁଷମା’ର ମୃତ୍ୟୁ ଘଟିଛି। ଗତ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସୁଷମା ଚିକିତ୍ସାଧୀନ ଥିଲା। ଆଜି ସକାଳ ୮ଟା ୨୦ ମିନିଟ୍‌ରେ ସୁଷମାର ମୃତ୍ୟୁ ଘଟିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୧୯୯୫ ମସିହା ଡିସେମ୍ୱର ୨୯ ତାରିଖରେ ‘ସୁଷମା’ ଜନ୍ମ ଗ୍ରହଣ କରିଥିଲା।

nandankanan

nandankanan

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 10:44 AM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସକାଳେ ସବୁଠୁ ବୟସ୍କା ବାଘୁଣୀ ‘ସୁଷମା’ର ମୃତ୍ୟୁ ଘଟିଛି। ଗତ ୩ ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସୁଷମା ଚିକିତ୍ସାଧୀନ ଥିଲା। ଆଜି ସକାଳ ୮ଟା ୨୦ ମିନିଟ୍‌ରେ ସୁଷମାର ମୃତ୍ୟୁ ଘଟିଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୧୯୯୫ ମସିହା ଡିସେମ୍ୱର ୨୯ ତାରିଖରେ ‘ସୁଷମା’ ଜନ୍ମ ଗ୍ରହଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story