ନଗଡ଼ାରେ ୧୭ ଶିଶୁ ଅପପୃଷ୍ଟିର ଶିକାର

କଟକ: ଯାଜପୁର ଜିଲ୍ଲା ନଗଡ଼ାରେ ୧୭ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରାଯିବା ପରେ ୧୪ ଜଣଙ୍କୁ ସେମାନଙ୍କ ମାଆଙ୍କ ସହ ସ୍ୱତନ୍ତ୍ର ଭାବେ ସ୍ଥାପିତ ଅସ୍ଥାୟୀ ଶିବିରରେ ରଖାଯାଇ ଯତ୍ନ ନିଆଯାଉଛି। ଅଞ୍ଚଳର ବିକାଶ ପାଇଁ ଉଭୟ ସ୍ୱଳ୍ପ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏ.ବି. ଓତା କହିଛନ୍ତି। ସେ କହିଛନ୍ତି, “ଅଞ୍ଚଳରେ ଗମନାଗମନ ସୁବିଧା, ସ୍ୱଚ୍ଛ ପାନୀୟଜଳ, ସ୍ୱାସ୍ଥ୍ୟସେବା […]

nagada

nagada

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 05:02 PM IST

Sports

Latest News

କଟକ: ଯାଜପୁର ଜିଲ୍ଲା ନଗଡ଼ାରେ ୧୭ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରାଯିବା ପରେ ୧୪ ଜଣଙ୍କୁ ସେମାନଙ୍କ ମାଆଙ୍କ ସହ ସ୍ୱତନ୍ତ୍ର ଭାବେ ସ୍ଥାପିତ ଅସ୍ଥାୟୀ ଶିବିରରେ ରଖାଯାଇ ଯତ୍ନ ନିଆଯାଉଛି। ଅଞ୍ଚଳର ବିକାଶ ପାଇଁ ଉଭୟ ସ୍ୱଳ୍ପ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଏ.ବି. ଓତା କହିଛନ୍ତି।

ସେ କହିଛନ୍ତି, “ଅଞ୍ଚଳରେ ଗମନାଗମନ ସୁବିଧା, ସ୍ୱଚ୍ଛ ପାନୀୟଜଳ, ସ୍ୱାସ୍ଥ୍ୟସେବା ଯୋଗାଣ ଓ ମିନି ଅଙ୍ଗନୱାଡି ପ୍ରତିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି, ନିର୍ମାଣ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ଭଳି ୪ଟି ବିଭାଗର ସଚିବ ଏବଂ ନିଦ୍ଦେର୍ଶକଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।”

ନଗଡ଼ା ଭଳି ସ୍ଥିତିରେ ଥିବା ରାଜ୍ୟର ଅନ୍ୟ ଅଞ୍ଚଳକୁ ଚିହ୍ନଟ କରିବା ସହ ପ୍ରତିକାର ବ୍ୟବସ୍ଥା କରିବାକୁ ସରକାର ନିଦ୍ଦେର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟରେ ବସିଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକରିତା କର୍ମଶାଳାରେ ମଧ୍ୟ ନଗଡ଼ା ପ୍ରସଙ୍ଗ ଆଲେଚନା ହୋଇଛି। ବୈଠକରେ ଫୁଡ କମିଶନ ଅଧ୍ୟକ୍ଷ ଆର.ଏଲ. ଜାମୁଡାଙ୍କ ସମେତ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅଧୀନରେ ଥିବା ସମସ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story