ନାଲ୍‌କୋର ବରିଷ୍ଠ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ 

ଭୁବନେଶ୍ୱର: ନାଲ୍‌କୋର ବରିଷ୍ଠ ଅଧିକାରୀ ସମୀର କୁମାର ପାତ୍ରଙ୍କ ମୃତଦେହ ବିନ୍ଦୁସାଗରରୁ ଗତକାଲି ଉଦ୍ଧାର କରାଯାଇଛି। ସମୀର ନାଲ୍‌କୋ ମ୍ୟାଟେରିଆଲ୍‌ ସେକ୍‌ସନ୍‌ରେ ଏଜିଏମ୍‌ ଥିଲେ।  ବିନ୍ଦୁସାଗର କୂଳରୁ ସମୀରଙ୍କ ପ୍ୟାଣ୍ଟ ସାର୍ଟ, ଜୋତା ଓ ପର୍ସ ମିଳିଛି। ସାର୍ଟ ପକେଟ୍‌ରୁ ଏକ ସୁଇସାଇଡାଲ୍ ନୋଟ୍ ମିଳିଛି। ନାଲ୍‌କୋର ଅଫିସିଆଲ୍ ପ୍ୟାଡ୍‌ରେ ସେ ଏହି ସୁଇସାଇଡାଲ୍ ନୋଟ୍ ଲେଖାଯାଇଛି। ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଛି। ସେହିପରି ମାନସିକ ଭାରସାମ୍ୟ ନ ଥିବା […]

nalco

nalco

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 11:21 AM IST

Sports

Latest News

ଭୁବନେଶ୍ୱର: ନାଲ୍‌କୋର ବରିଷ୍ଠ ଅଧିକାରୀ ସମୀର କୁମାର ପାତ୍ରଙ୍କ ମୃତଦେହ ବିନ୍ଦୁସାଗରରୁ ଗତକାଲି ଉଦ୍ଧାର କରାଯାଇଛି। ସମୀର ନାଲ୍‌କୋ ମ୍ୟାଟେରିଆଲ୍‌ ସେକ୍‌ସନ୍‌ରେ ଏଜିଏମ୍‌ ଥିଲେ।  ବିନ୍ଦୁସାଗର କୂଳରୁ ସମୀରଙ୍କ ପ୍ୟାଣ୍ଟ ସାର୍ଟ, ଜୋତା ଓ ପର୍ସ ମିଳିଛି। ସାର୍ଟ ପକେଟ୍‌ରୁ ଏକ ସୁଇସାଇଡାଲ୍ ନୋଟ୍ ମିଳିଛି। ନାଲ୍‌କୋର ଅଫିସିଆଲ୍ ପ୍ୟାଡ୍‌ରେ ସେ ଏହି ସୁଇସାଇଡାଲ୍ ନୋଟ୍ ଲେଖାଯାଇଛି। ସେଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଛି। ସେହିପରି ମାନସିକ ଭାରସାମ୍ୟ ନ ଥିବା କଥା ବି ସେଥିରେ ଉଲ୍ଲେଖ ରହିଛି। ତେବେ ଏହି ସୁଇସାଇଡାଲ୍ ନୋଟ୍ ପ୍ରକୃତରେ ସେ ଲେଖିଛନ୍ତି ନା ନାହିଁ ତାହା ଯାଞ୍ଚ କରିବା ପାଇଁ ଫରେନ୍‌ସିକ୍‌ ଲାବୋରେଟାରୀକୁ ପଠାଯାଇଛି।

ସମୀର କିଛି ଦିନ ଧରି ଛୁଟିରେ ରହିବା ପରେ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଥିଲେ। ଅଫିସରୁ ଫେରି ଅପରାହ୍ନ ୫ଟାରେ ଘରୁ କଟକ ଯିବାକୁ କହି ବାହାରିଥିଲେ। କଟକ ଯିବା ପରିବର୍ତ୍ତେ ସେ ବିନ୍ଦୁସାଗର କାହିଁକି ଆସିଥିଲେ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଲିଙ୍ଗରାଜ ଥାନା ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story