ନନ୍ଦନକାନନରେ ଥିବା ଏକମାତ୍ର ଗଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଥିବା ଏକମାତ୍ର ଗଣ୍ଡା ‘ନନ୍ଦ’ର ଗତକାଲି ରାତିରେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଓ ଅସୁସ୍ଥତା କାରଣରୁ ୬ ମାସ ହେଲା ନନ୍ଦ ଚିକିତ୍ସାଧୀନ ଥିଲା। ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଆଜି ତା’ର ବ୍ୟବଚ୍ଛେଦ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ମୃତ୍ୟୁ ବେଳକୁ ନନ୍ଦକୁ ୪୦ ବର୍ଷ ହୋଇଥିଲା। ୧୯୭୯ରେ ମାତ୍ର ଅଢେଇ ବର୍ଷର ହୋଇଥିବା ବେଳେ ନନ୍ଦକୁ ଗୌହାଟୀ ଚିଡିଆଖାନାରୁ ଅଣାଯାଇଥିଲା। ନନ୍ଦର ମୃତ୍ୟୁ ପରେ ଆଉ ଦୁଇଟି ଗଣ୍ଡା […]

ganda

ganda

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 09:24 AM IST

gandaଭୁବନେଶ୍ୱର: ନନ୍ଦନକାନନରେ ଥିବା ଏକମାତ୍ର ଗଣ୍ଡା ‘ନନ୍ଦ’ର ଗତକାଲି ରାତିରେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଓ ଅସୁସ୍ଥତା କାରଣରୁ ୬ ମାସ ହେଲା ନନ୍ଦ ଚିକିତ୍ସାଧୀନ ଥିଲା। ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଆଜି ତା’ର ବ୍ୟବଚ୍ଛେଦ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ମୃତ୍ୟୁ ବେଳକୁ ନନ୍ଦକୁ ୪୦ ବର୍ଷ ହୋଇଥିଲା। ୧୯୭୯ରେ ମାତ୍ର ଅଢେଇ ବର୍ଷର ହୋଇଥିବା ବେଳେ ନନ୍ଦକୁ ଗୌହାଟୀ ଚିଡିଆଖାନାରୁ ଅଣାଯାଇଥିଲା।

ନନ୍ଦର ମୃତ୍ୟୁ ପରେ ଆଉ ଦୁଇଟି ଗଣ୍ଡା ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ଗୌହାଟୀ ଓ ପାଟଣା ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ନନ୍ଦନକାନନ କର୍ତ୍ତୃପକ୍ଷ କଥାବାର୍ତ୍ତା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story