ସମ୍ମାନ ଭୁଲିଗଲେ ସରକାର; ଉଡାଇଲେ ଚିରା ଜାତୀୟ ପତାକା, ସତ ଖବରକୁ ମିଛ କହିଲେ ବାବୁ

ଢେଙ୍କାନାଳ: ଢେଙ୍କାନାଳରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ଚିରା ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ିନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତୀୟ ପତାକାକୁ ବଦଳା ଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏପରି ଅଭିଯୋଗୁ ଢେଙ୍କାନାଳ ଏଡିଏମ୍‌ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏପରି ଅଭିଯୋଗ ପାଇନି। ଢେଙ୍କାନାଳ ସୁରକ୍ଷା […]

dkl12

dkl12

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 04:39 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ଚିରା ଜାତୀୟ ପତାକା ଉଡୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ିନଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତୀୟ ପତାକାକୁ ବଦଳା ଯାଇଥିବା ଅଭିଯୋଗ ହୋଇଛି। ମାତ୍ର ଏପରି ଅଭିଯୋଗୁ ଢେଙ୍କାନାଳ ଏଡିଏମ୍‌ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏପରି ଅଭିଯୋଗ ପାଇନି।

ଢେଙ୍କାନାଳ ସୁରକ୍ଷା ମଞ୍ଚର ଆବାହକ ପ୍ରିୟବ୍ରତ ଗଡ଼ନାୟକ କହିଛନ୍ତି,“ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ଚିରା ଜାତୀୟ ଉଡୁଛି। ଏଥିରୁ ଜଣାପଡ଼ୁଛି ସେମାନେ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି। ଏହାକୁ ଆମେ ବିରୋଧ କରିଛୁ। ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟିବ ସେଥିପ୍ରତି ପ୍ରଶାସନକୁ ନିବେଦନ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story