ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ଶୀଘ୍ର ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ସମ୍ପର୍କରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଶୀଘ୍ର ସତ୍ୟପାଠ ଦାଖଲ କରିବେ। ଜଙ୍ଗଲ ଓ ପରିବେଶ ବିଭାଗ ସମସ୍ତ ତଥ୍ୟ ପ୍ରସ୍ତୁତ କରିବା ପରେ ଜଳସମ୍ପଦ ବିଭାଗ ଏହି ସତ୍ୟପାଠ ଦାଖଲ କରିବ। ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ପୋଲାଭରମ୍‌କୁ ନେଇ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ସବୁ […]

dharmendra_dabi

dharmendra_dabi

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 10:44 PM IST

Sports

Latest News

dharmendra_dabiଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ସମ୍ପର୍କରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଶୀଘ୍ର ସତ୍ୟପାଠ ଦାଖଲ କରିବେ। ଜଙ୍ଗଲ ଓ ପରିବେଶ ବିଭାଗ ସମସ୍ତ ତଥ୍ୟ ପ୍ରସ୍ତୁତ କରିବା ପରେ ଜଳସମ୍ପଦ ବିଭାଗ ଏହି ସତ୍ୟପାଠ ଦାଖଲ କରିବ।

ଅନ୍ୟପକ୍ଷରେ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ପୋଲାଭରମ୍‌କୁ ନେଇ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ସବୁ ନିୟମକୁ ଉଲ୍ଲଂଘନ କରି କେନ୍ଦ୍ର ସରକାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ସେତେବେଳର ୟୁପିଏ ସରକାର ଓ ଏବେର ଏନ୍‌ଡିଏ ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ପୋଲାଭରମ୍‌କୁ ନେଇ ରାଜ୍ୟ ସରକାର ପଇଁତରାବାଜି କରୁଛନ୍ତି। ସାକେଙ୍କିତ ରାଜନୀତିକୁ ଛାଡି ଓଡ଼ିଆ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କଠୋର ପଦକ୍ଷେପ ନେବାର ଦାୟିତ୍ୱ ରାଜ୍ୟ ସରକାରଙ୍କର। ପୋଲାଭରମ୍‌କୁ ନେଇ ଆମର ମତ ସ୍ପଷ୍ଟ ରହିଛି। ମୋଦି ସରକାର ଥିବା ପର୍ଯ୍ୟନ୍ତ ଓଡ଼ିଶା ପ୍ରତି କେବେ ଅନ୍ୟାୟ କରାଯିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story