ଭୁବନେଶ୍ୱରରେ ବିଜେପିର ରାଷ୍ଟୀୟ କାର୍ଯ୍ୟକାରିଣୀ : ମିଶନ ୨୦୧୯ ପାଇଁ ରୋଡ଼ମ୍ୟାପ୍‌

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ୨୦ ବର୍ଷ ପରେ ଓଡ଼ିଶାର ହେଉଥିବା କାର୍ଯ୍ୟକାରିଣୀକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି।  କାର୍ଯ୍ୟକାରିଣୀରେ ଆଗାମୀ ୩ ମାସ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମିଶନ ୨୦୧୯ ଲକ୍ଷ୍ୟ ରହିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଉପସ୍ଥିତ ଥିଲେ। ଏଥିସହ ରାଜ୍ୟ ବିଜେପି ନେତାଙ୍କ […]

national meet

national meet

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 09:03 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ୨୦ ବର୍ଷ ପରେ ଓଡ଼ିଶାର ହେଉଥିବା କାର୍ଯ୍ୟକାରିଣୀକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି।  କାର୍ଯ୍ୟକାରିଣୀରେ ଆଗାମୀ ୩ ମାସ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମିଶନ ୨୦୧୯ ଲକ୍ଷ୍ୟ ରହିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଉପସ୍ଥିତ ଥିଲେ। ଏଥିସହ ରାଜ୍ୟ ବିଜେପି ନେତାଙ୍କ ସହ  ୩ଶହରୁ ଅଧିକ  ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକାରିଣୀରେ କେଉଁ ପ୍ରସଙ୍ଗ ଉଠିବ, କ’ଣ ଆଲୋଚନା ହେବ ସେନେଇ ବୈଠକରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ଫୋକସରେ କ’ଣ ରହିପାରେ

୧-ଗରିବଙ୍କ କଲ୍ୟାଣ ପାଇଁ ଅନ୍ତୋଦ୍ୟୟ ଯୋଜନା ଉପରେ ଗରୁତ୍ୱ।

୨-ଆଗାମୀ ଦିନରେ ଗୁଜରାଟ, କର୍ନାଟକ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବିଧାନସଭାରେ ନିର୍ବାଚନ ଅଛି। ଏସବୁ ରାଜ୍ୟରେ କିଭଳି ପଦ୍ମ ଫୁଟିବ ସେନେଇ ରୋଡ଼୍ ମ୍ୟାପ୍ ପ୍ରସ୍ତୁତ ହେବ।

୩-ସେହିପରି ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଭଳି ରାଜ୍ୟରେ ପଦ୍ମ ଫୁଟାଇବା ଦଳ ପାଇଁ ବଡ଼ ଚାଲେଞ୍ଜ ହେବ। ଏସବୁ ରାଜ୍ୟରେ ଦଳକୁ କିଭଳି  ଭଲ ଫଳ ମିଳିବ ସେନେ‌ଇ ପ୍ରସ୍ତୁତ ହୋଇପାରେ ରଣନୀତି।

୪-ଏକସଙ୍ଗେ ଲୋକସଭା ଓ ବିଧାନ ସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ନେଇ ମଧ୍ୟ ଆଲୋଚନା ହୋଇପାରେ।

୫-ଆସନ୍ତା ମେ’ ମାସରେ ମୋଦି ସରକାରଙ୍କୁ ୩ ବର୍ଷ ପୁରୁଛି।  ସରକାରଙ୍କୁ ଉପଲବ୍‌ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ହୋଇପାରେ ଏଜେଣ୍ଡା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story