ନବୀନ ବାବୁ ଓଡ଼ିଶାବାସୀଙ୍କୁ ଡରୁଛନ୍ତି: ଅରୁଣ ସିଂହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତ ପୂର୍ବରୁ ବିଜେପି କର୍ମୀଙ୍କ ଗିରଫକୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ନିନ୍ଦା କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମଳନୀରେ ସେ କହିଛନ୍ତି, “ଓଡ଼ିଶା  ଏପରି ଏକ ପ୍ରଦେଶ, ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲା ଗସ୍ତରେ ଯାଉଛନ୍ତି ସେଠାରେ ଅନ୍ୟଦଳର କର୍ମକର୍ତ୍ତାଙ୍କୁ ଘରୁ ଉଠାଇ ନିଆଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ନବୀନ ବାବୁ ଓଡ଼ିଶାବାସୀଙ୍କୁ ଡରିକି ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ବିଜେପିର ୨୦୦ଜଣ କର୍ମକାର୍ତ୍ତାଙ୍କୁ […]

bjp

bjp

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 06:37 PM IST

Sports

Latest News

bjpଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତ ପୂର୍ବରୁ ବିଜେପି କର୍ମୀଙ୍କ ଗିରଫକୁ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ନିନ୍ଦା କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମଳନୀରେ ସେ କହିଛନ୍ତି, “ଓଡ଼ିଶା  ଏପରି ଏକ ପ୍ରଦେଶ, ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲା ଗସ୍ତରେ ଯାଉଛନ୍ତି ସେଠାରେ ଅନ୍ୟଦଳର କର୍ମକର୍ତ୍ତାଙ୍କୁ ଘରୁ ଉଠାଇ ନିଆଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ନବୀନ ବାବୁ ଓଡ଼ିଶାବାସୀଙ୍କୁ ଡରିକି ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ ବିଜେପିର ୨୦୦ଜଣ କର୍ମକାର୍ତ୍ତାଙ୍କୁ ଘରୁ ଉଠାଇ ନିଆଯାଇଛି। ସେହିପରି ରାଉରକେଲାରେ ମଧ୍ୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାର୍ତ୍ତାଙ୍କୁ ଥାନାରେ ବସାଇ ଦିଆଇଥିଲା।”

ସେ ଆହୁରି କହିଛନ୍ତି, “ନବୀନ ବାବୁ କାହାକୁ ଡରୁଛନ୍ତି? ଯଦି ଡରିବାର ଅଛି ଓଡ଼ିଶାର ବାସୀଙ୍କୁ ଡରନ୍ତୁ। ୧୭ ବର୍ଷ ଶାସନ କାଳରେ ନବୀନ ବାବୁ କିଛି କାମ କରି ନାହାନ୍ତି। ଭାରତୀୟ ଜନତା ପାର୍ଟି  ଓଡ଼ିଶା ଜନତାଙ୍କ ହକ୍‌ ପାଇଁ ଲଢୁଛି। ଆଗକୁ ମଧ୍ୟ ହକ ପାଇଁ ଲଢିବ, ଆମେ ଚୁପ ବସିବୁ ନାହିଁ। ଯଦି ଡରିବାର ଅଛି, ନବୀନ ବାବୁ ଯେଉଁ କୃଷକମାନେ ଆତ୍ମହତ୍ୟା କରିଛନ୍ତି ତାଙ୍କର ପରିବାରକୁ ଡରନ୍ତୁ। ବିଜେପିର କର୍ମକର୍ତ୍ତାଙ୍କୁ ଡରିବାର କିଛି କାରଣ ନାହିଁ।”

ଅରୁଣ  କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସାଙ୍ଗଠନିକ ଦକ୍ଷତା ଓ ସଦସ୍ୟତାରେ ୧୦ ଗୁଣ ତାକତ ବଢ଼ିଛି। ୨୬ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ସବୁ ପଞ୍ଚାୟତରେ  ସମ୍ମିଳନୀ ହେବ। ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ି ରହୁଛି। ଯେଉଁ  ପଇସା ଆସୁଛି ତାହା ମନ୍ତ୍ରୀ ଓ ବିଧାୟକଙ୍କ ହିସାବରେ ଖର୍ଚ୍ଚରେ ହେଉଛି। ଗ୍ରାମାଞ୍ଚଳରେ ଲୋକଙ୍କ ସ୍ଥିତି ବହୁତ ଖରାପ। ଲୋକମାନଙ୍କୁ ଦୂଷିତ ପାଣି ପିଉଛନ୍ତି। ରାସନକାର୍ଡରେ ଦିଆଯାଉଥିବା ଚାଉଳରେ ଗୋଡି ମିଶାଯାଉଛି। ପଞ୍ଚାୟତ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story