ବାଜପେୟୀଙ୍କୁ ଭେଟିଲେ ନବୀନ; ସାକ୍ଷାତ ରାଜନୀତିର ନୁହେଁ ସଂପର୍କର

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ 6A କ୍ରିଷ୍ଣା ମେନନ ମାର୍ଗ ବାସଭବନରେ ଭେଟିଛନ୍ତି। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ସାକ୍ଷାତ ସୌଜନ୍ୟମୂଳକ ଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲି। ମୁଁ ତାଙ୍କ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିଲି। ଓଡ଼ିଶା ଲୋକେ ତାଙ୍କୁ ଭଲ ପାଉଥିଲେ। ଏହି ଭେଟ୍‌ଘାଟର କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା। ବାଜପେୟୀଙ୍କ ସମ୍ପର୍କରେ ଅଳ୍ପ କିଛି ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ହେଉଛନ୍ତି […]

naveen-bajpayee-1

naveen-bajpayee-1

Rakesh Mallick
  • Published: Monday, 24 April 2017
  • Updated: 24 April 2017, 11:11 PM IST

Sports

Latest News

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ 6A କ୍ରିଷ୍ଣା ମେନନ ମାର୍ଗ ବାସଭବନରେ ଭେଟିଛନ୍ତି। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ସାକ୍ଷାତ ସୌଜନ୍ୟମୂଳକ ଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲି। ମୁଁ ତାଙ୍କ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିଲି। ଓଡ଼ିଶା ଲୋକେ ତାଙ୍କୁ ଭଲ ପାଉଥିଲେ। ଏହି ଭେଟ୍‌ଘାଟର କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା।

ବାଜପେୟୀଙ୍କ ସମ୍ପର୍କରେ ଅଳ୍ପ କିଛି

ଭାରତୀୟ ରାଜନୀତି ଆକାଶରେ ଧ୍ରୁବତାରା ହେଉଛନ୍ତି ଅଟଳବିହାରୀ ବାଜପେୟୀ। ବୟସର ସାୟାହ୍ନରେ ଉପନୀତ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଏତେଟା ଭଲ ନାହିଁ। ବୟସାଧିକ ହେତୁ ସେ ଆଉ ଚମକୁ ନାହାନ୍ତି ସତ କିନ୍ତୁ ତାଙ୍କ ରାଜନୈତିକ ଅବଦାନ ଓ ବିକାଶର ପରିକଳ୍ପନା ଏବେ ବି ହୀରାଭଳି ଚକ୍‌ଚକ୍‌ କରୁଛି। ଗତବର୍ଷ ଡିସେମ୍ବରରେ ତାଙ୍କୁ ୯୨ ବର୍ଷ ପୁରିଛି। ଆଉ କେଇଟା ମାସ ପରେ ତାଙ୍କୁ ୯୩ ଛୁଇଁବ। ବିଜେପରି ପିତାମହ ଭୀଷ୍ମ ଏହି ନେତା ଏବେ ଶଯ୍ୟାସାୟୀ। ବାଜପେୟୀ ଏବେ କ୍ରିଷ୍ଣମେନନ ମାର୍ଗସ୍ଥିତ ବଙ୍ଗଳାରେ ରହୁଛନ୍ତି।  ୨୦୦୯ରେ ବାଜପେୟୀ ରାଜନୀତିରୁ ସନ୍ୟାସ ନେଇଛନ୍ତି। ୧୯୯୯ରୁ ୨୦୦୪ ମଧ୍ୟରେ ବାଜପେୟୀ ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।

ନବୀନଙ୍କ ସହ ବାଜପେୟୀଙ୍କ ସମ୍ପର୍କ

ଏହି ଦୁଇ ନେତାଙ୍କ ସଂପର୍କ ଅତି ଘନିଷ୍ଠ। ଓଡ଼ିଶାରେ ଜନତା ଦଳ ଭାଙ୍ଗି ୧୯୯୭ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗଠନ ହୋଇଥିଲା। ଆଉ ୯୭ରେ ବିଜେପି ସହ ବିଜେଡିର ମେଣ୍ଟ ହୋଇଥିଲା।  ବିଜେଡି-ବିଜେପି ମେଣ୍ଟରେ ନବୀନ ହିଁ ମୁଖ୍ୟମନ୍ତ୍ରୀ ପାଇଁ ସବୁଠୁ ଯୋଗ୍ୟ ପ୍ରାର୍ଥୀ ବୋଲି ବାଜପେୟୀ ଘୋଷଣା କରିଥିଲେ। ବିଜେଡି-ବିଜେପି ମେଣ୍ଟ ଶାସନରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ।  ପରେ ୨୦୦୯ରେ ବିଜେପି ସହ ମେଣ୍ଟ ଭାଙ୍ଗିଯାଇଥିଲେ ମଧ୍ୟ ବିଜେଡିର ନେତୃତ୍ୱ ନେଇ ଆସୁଥିବା ନବୀନ ଆଜି ପର୍ଯ୍ୟନ୍ତ ନିରବଛିନ୍ନଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story