କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ଦାବି କଲେ ୩,୫୦୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ୩ ହଜାର ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ନବୀନ ଏହି ଦାବି ଉପସ୍ଥାପନ କରିଛନ୍ତି। ଚଳିତ ଖରିଫ୍ ଋତୁରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ୩୨ ହଜାର ହେକ୍ଟର ଚାଷ ଜମିର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ନବୀନ ଜଣାଇଛନ୍ତି। […]

naveen

naveen

Rakesh Mallick
  • Published: Thursday, 22 October 2015
  • Updated: 22 October 2015, 03:43 PM IST

Sports

Latest News

[caption id="attachment_41322" align="alignleft" width="233"]naveen1 କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ[/caption]

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ୩ ହଜାର ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ନବୀନ ଏହି ଦାବି ଉପସ୍ଥାପନ କରିଛନ୍ତି। ଚଳିତ ଖରିଫ୍ ଋତୁରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ୩୨ ହଜାର ହେକ୍ଟର ଚାଷ ଜମିର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ନବୀନ ଜଣାଇଛନ୍ତି। ଏହାବ୍ୟତୀତ ପ୍ରତି ଗ୍ରାମ ପଞ୍ଚାୟତରେ ଅତି କମରେ ଗୋଟିଏ ବ୍ୟାଙ୍କ ଶାଖା ଖୋଲିବାକୁ ଦାବି କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ଚଳିତ ବର୍ଷ ଅତିକମରେ ୧୮ ଶହ କୋଟି ଯୋଗାଇ ଦେବାକୁ ନବୀନ ଦାବି କରିଛନ୍ତି। ବନ୍ଦ ହୋଇଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ପୁନଃ ପ୍ରଚଳନ ପାଇଁ ନବୀନ ଦାବି କରିବା ସହ ରାଜ୍ୟରେ ଚାଲିଥିବା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୫ ହଜାର ୨୦୦ କୋଟି ଦାବି କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲେ।

ଏହି ସାକ୍ଷାତକାର ବେଳେ ଅରୁଣ ଜେଟଲୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପସ୍କୋ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ପସ୍କୋ ନେଇ ଉଚ୍ଚ ସ୍ତରୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।

ଅରୁଣ ଜେଟଲୀଙ୍କ ସହିତ ସାକ୍ଷାତ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ମରୁଡ଼ି ଗ୍ରସ୍ତ ହୋଇଛି। ସେ ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ଓ ସହାୟତା ଦାବି କରିଥିଲେ। ମରୁଡ଼ି ସହିତ ପସ୍କୋ ପ୍ରସଙ୍ଗରେ ମଧ୍ୟ ସେ ଅରୁଣ ଜେଟଲୀଙ୍କ ସହିତ ଆଲୋଚନା କରିଥିଲେ। ପସ୍କୋ ପ୍ରସଙ୍ଗର ସମାଧାନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story