ବ୍ଲକସ୍ତରରେ ପିସି କାରବାର ବନ୍ଦ କରିବାକୁ ନବୀନଙ୍କ କଡ଼ା ତାଗିଦ

ଭୁବନେଶ୍ୱର: ବ୍ଲକସ୍ତରରେ ବିଭିନ୍ନ ସରକାରୀ କାମ ପାଇଁ ହେଉଥିବା ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ତାଗିଦ କରିଛନ୍ତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳଙ୍କ କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳମାନଙ୍କୁ ଏଭଳି ତାଗିଦ୍ କରିଛନ୍ତି ନବୀନ। ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଉନ୍ନୟନମୂଳଳକ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଏଭଳି କଡ଼ା ଆଭିମୁଖ୍ୟ ରଖିଥିବା ଦେଖିବାକୁ ମିଳିଥିଲା।

naveen-patnaik

naveen-patnaik

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 09:54 PM IST

Sports

Latest News

ଭୁବନେଶ୍ୱର: ବ୍ଲକସ୍ତରରେ ବିଭିନ୍ନ ସରକାରୀ କାମ ପାଇଁ ହେଉଥିବା ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ତାଗିଦ କରିଛନ୍ତି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାପାଳଙ୍କ କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳମାନଙ୍କୁ ଏଭଳି ତାଗିଦ୍ କରିଛନ୍ତି ନବୀନ। ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଉନ୍ନୟନମୂଳଳକ ଯୋଜନା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଏଭଳି କଡ଼ା ଆଭିମୁଖ୍ୟ ରଖିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos