ଆସନ୍ତାକାଲି ନବୀନ ସରକାରଙ୍କୁ ପୂରିବ ତିନି ବର୍ଷ: ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପାଳିର ତୃତୀୟ ବର୍ଷ ପୂରଣ କରିବେ ନବୀନ ସରକାର।  ପଂଚାୟତ ଝଟ୍‌କା ପରେ ବିଜେଡି ଏହାକୁ ପ୍ରଭାବୀ ଢଙ୍ଗରେ ପାଳିବାକୁ ଯାଉଛି। ଏଥିପାଇଁ ଆଜି ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ଏଥିରେ ଦଳୀୟ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ସୁପ୍ରିମୋ ଗୁରୁମନ୍ତ୍ର ଦେଇପାରନ୍ତି। ସଙ୍ଗଠନକୁ କିପରି ଅଧିକ ମଜଭୁତ କରାଯିବ, ନିରାମୟ, ମମତା  ଆହାର ଭଳି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ […]

naveen

naveen

Rakesh Mallick
  • Published: Saturday, 20 May 2017
  • Updated: 20 May 2017, 08:06 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପାଳିର ତୃତୀୟ ବର୍ଷ ପୂରଣ କରିବେ ନବୀନ ସରକାର।  ପଂଚାୟତ ଝଟ୍‌କା ପରେ ବିଜେଡି ଏହାକୁ ପ୍ରଭାବୀ ଢଙ୍ଗରେ ପାଳିବାକୁ ଯାଉଛି। ଏଥିପାଇଁ ଆଜି ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ଏଥିରେ ଦଳୀୟ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ସୁପ୍ରିମୋ ଗୁରୁମନ୍ତ୍ର ଦେଇପାରନ୍ତି।

ସଙ୍ଗଠନକୁ କିପରି ଅଧିକ ମଜଭୁତ କରାଯିବ, ନିରାମୟ, ମମତା  ଆହାର ଭଳି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ଦଳ ଲୋକଙ୍କ ପାଖକୁ ଯିବା ନେଇ ଆଲୋଚନା ହୋଇପାରେ।  ବିଧାୟକ ଓ ମନ୍ତ୍ରୀମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ କହିପାରନ୍ତି।  ଏହାସହ ବୈଠକରେ ଚୂଡାନ୍ତ କାର୍ଯ୍ୟଖସଡ଼ା ମଧ୍ୟ ଘୋଷଣା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story