ଦଶପଲ୍ଲାରେ ବିସ୍ଫୋରଣ: ଜଣେ ମୃତ, ୪ ଆହତ

ନୟାଗଡ଼: ଦଶପଲ୍ଲା ଦୂର୍ଗା ବଜାରରେ ଏକ ଔଷଧ ଦୋକାନ ସମ୍ମୁଖରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଇବାଡ଼ିର କାହ୍ନୁଚରଣ ନାୟକ। ବିସ୍ଫୋରଣରେ ଔଷଧ ଦୋକାନୀଙ୍କ ସମେତ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଔଷଧ ଦୋକାନର କାନ୍ଥ ସହ ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି। କାହ୍ନୁ ଏହି ବିସ୍ଫୋରକ ନେଇ ଯାଉଥିବା ବେଳେ କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଥିବା ପୋଲିସ […]

boma

boma

Rakesh Mallick
  • Published: Monday, 11 April 2016
  • Updated: 11 April 2016, 11:00 AM IST

Sports

Latest News

ନୟାଗଡ଼: ଦଶପଲ୍ଲା ଦୂର୍ଗା ବଜାରରେ ଏକ ଔଷଧ ଦୋକାନ ସମ୍ମୁଖରେ ଶକ୍ତିଶାଳୀ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପୋଇବାଡ଼ିର କାହ୍ନୁଚରଣ ନାୟକ। ବିସ୍ଫୋରଣରେ ଔଷଧ ଦୋକାନୀଙ୍କ ସମେତ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଔଷଧ ଦୋକାନର କାନ୍ଥ ସହ ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି।

କାହ୍ନୁ ଏହି ବିସ୍ଫୋରକ ନେଇ ଯାଉଥିବା ବେଳେ କୌଣସି କାରଣରୁ ଏଥିରେ ବିସ୍ଫୋରଣ ଘଟିଥିବା ପୋଲିସ କହିଛି। ୨ଜଣ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନା ଓ ଅନ୍ୟ ୨ ଜଣଙ୍କୁ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାସର ଦ୍ୱିତୀୟ ସୋମବାର ଯୋଗୁଁ ଦୂର୍ଗାବଜାର ବନ୍ଦ ଥିବାରୁ କ୍ଷୟକ୍ଷତି କମ ଘଟିଥିବା କୁହାଯାଉଛି।

ଦଶପଲ୍ଲା ଆଇଆଇସି ଛତ୍ରପତି କହଁର କହିଛନ୍ତି, “କାହ୍ନୁ ଜଣେ ପ୍ରଫେସନାଲ ବ୍ଲାଷ୍ଟର। କୂଅ କିମ୍ବା ପଥର ବ୍ଲାଷ୍ଟ ପାଇଁ ସେ ଏହି ବିସ୍ଫୋରକ ନେଉଥିଲା। କୌଣସି କାରଣରୁ ତାହା ବିସ୍ଫୋରଣ ହୋଇଯାଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ତାକୁ କେହି ହତ୍ୟା କରି ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।”

ଔଷଧ ଦୋକାନୀ ସଞ୍ଜୟ ସାହୁ କହିଛନ୍ତି, “ହଠାତ ବିସ୍ଫୋରଣ ଘଟିଥିଲା। ମୋ ଦୁଇ ହାତରେ କାଚ ପଶିଯାଇଛି। ଦୋକାନରେ କାମ କରୁଥିବା ପିଲାର କାନମୁଣ୍ଡ ଫାଟି ଯାଇଛି। କାହା ସହ ମୋର ଶତ୍ରୁତା ନାହିଁ, ବିସ୍ଫୋରଣର କାରଣ କହି ପାରିବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story