ନୟାଗଡ଼ରେ ପୁଣି ଜଣେ ଚାଷୀ ଜୀବନ ହାରିଲେ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଇପଡ଼ାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଲକ୍ଷ୍ମୀଧର ଭଟ୍ଟ। ଗତ ୨୮ତାରିଖରେ ଲକ୍ଷ୍ମୀଧର କିଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମେଲଚ୍ଛାମୁଣ୍ଡା ଥାନା […]

farnersuicide

farnersuicide

Rakesh Mallick
  • Published: Monday, 02 November 2015
  • Updated: 02 November 2015, 04:41 AM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଇପଡ଼ାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଲକ୍ଷ୍ମୀଧର ଭଟ୍ଟ। ଗତ ୨୮ତାରିଖରେ ଲକ୍ଷ୍ମୀଧର କିଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ବରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ କେରମେଲି ଗାଁର ଧାନ ଚାଷୀ ପ୍ରେମରାଜ ବାରିକ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପ୍ରେମରାଜ ପ୍ରାୟ ସାଢେ଼ ୩ ଏକର ଜମିରେ ଧାନ ଫସଲ କରିଥିଲେ। ତେବେ ବର୍ଷା ଅଭାବରୁ ଫସଲ ଉଜୁଡ଼ି ଯାଇଥିବାରୁ ଏଥିରେ ଭାଙ୍ଗିପଡି ପ୍ରେମରାଜ ବିଷ ପିଇ ଦେଇଥିବା ନେଇ ମେଲଚ୍ଛାମୁଣ୍ଡା ଥାନାରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ବଲାଙ୍ଗିରରେ ଜଣେ ମହିଳା ଚାଷୀ ମଧ୍ୟ ଫସଲ ହାନି ଯୋଗୁଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story