ନୟାଗଡ଼: ମହାନଦୀକୁ ଖସିଲା ମିନି ବସ୍, ୧୨ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଡଙ୍କାରିସାହି ନିକଟରେ ଆଜି ସକାଳେ ଏକ ମିନି ବସ୍ ମହାନଦୀ ଭିତରକୁ ଖସି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗଣିଆ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମା’ ମହାଲକ୍ଷ୍ମୀ ନାମକ ଏହି ମିନି ବସ୍‌ଟି ଛାମୁଣ୍ଡିଆରୁ କୁରାଳ ଯାଉଥିଲା। ଗାଡ଼ିରେ ୨୦ ଜଣ ଯାତ୍ରୀ ଥିଲେ। ଡଙ୍କାରିସାହି ନିକଟରେ […]

bus-accident

bus-accident

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:39 AM IST

Sports

Latest News

bus-accidentନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଡଙ୍କାରିସାହି ନିକଟରେ ଆଜି ସକାଳେ ଏକ ମିନି ବସ୍ ମହାନଦୀ ଭିତରକୁ ଖସି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗଣିଆ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମା’ ମହାଲକ୍ଷ୍ମୀ ନାମକ ଏହି ମିନି ବସ୍‌ଟି ଛାମୁଣ୍ଡିଆରୁ କୁରାଳ ଯାଉଥିଲା। ଗାଡ଼ିରେ ୨୦ ଜଣ ଯାତ୍ରୀ ଥିଲେ। ଡଙ୍କାରିସାହି ନିକଟରେ ହ୍ୟାଣ୍ଡେଲ୍ ଆକ୍ସିସ୍ କଟି ଯିବାରୁ ଭାରସାମ୍ୟ ହରାଇ ବସ୍‌ଟି ନଦୀ ମଧ୍ୟକୁ ଖସି ଯାଇଥିଲା। ସୌଭାଗ୍ୟ ବଶତଃ ଗାଡ଼ିଟି ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story