ଫସିଗଲା ଫତେଗଡ଼ ପୋଲିସ୍‌: ଗାମୁଛା ପକାଇ ଟାଣିନେଲେ ଥାନାବାବୁଙ୍କୁ, କାହିଁକି ରାଗିଲେ ଗ୍ରାମବାସୀ?

ନୟାଗଡ଼: ପୋଲିସ ଅଫିସରଙ୍କ ବେକରେ ଗାମୁଛା ପକାଇ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାହାଡ଼ାରେ। ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ମୃତ ଯୁବକ ହେଉଛନ୍ତି ବାଇଗୁଣିଆ ଗାଁର ପ୍ରବୀଣ ଦାସ। ଗତକାଲି ରାତିରେ ପ୍ରବୀଣ ନିଜ ସାଙ୍ଗମାନଙ୍କ ସହ ଏକ ବାଇକରେ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୁସୁମୀ ନଦୀ ପୋଲରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ […]

fatagardh police

fatagardh police

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 07:47 PM IST

Sports

Latest News

ନୟାଗଡ଼: ପୋଲିସ ଅଫିସରଙ୍କ ବେକରେ ଗାମୁଛା ପକାଇ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାହାଡ଼ାରେ। ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପୋଲିସ୍‌ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ମୃତ ଯୁବକ ହେଉଛନ୍ତି ବାଇଗୁଣିଆ ଗାଁର ପ୍ରବୀଣ ଦାସ।

ଗତକାଲି ରାତିରେ ପ୍ରବୀଣ ନିଜ ସାଙ୍ଗମାନଙ୍କ ସହ ଏକ ବାଇକରେ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୁସୁମୀ ନଦୀ ପୋଲରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଥିଲେ। ପୋଲିସ୍ ଚେକିଂ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣି ଆଜି ସ୍ଥାନୀୟ ଲୋକେ ଖଣ୍ଡପଡ଼ା-ଭାପୁର ରାସ୍ତା ଅବରୋଧ କରିଥିଲେ। ଫତେଗଡ଼ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକେ ଆଇଆଇସି ଓ ଏଏସ୍‌ଆଇଙ୍କ ବେକରେ ଗାମୁଛା ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଭାପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

https://www.youtube.com/watch?v=zYqm1nJbxx4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story