ନୟାଗଡ଼: ମାନସିକ ପୂରଣ ପାଇଁ ଜିଭ କାଟିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

ନୟାଗଡ଼: ନୟାଗଡ଼ ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ପୂରଣ ପାଇଁ ଜଣେ ଯୁବକ ମନ୍ଦିର ସାମାନାରେ ନିଜ ଜିଭ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କୁ ଶରଣକୁଳ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରିଛି। ଆହତ ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ବରକୁଳ ଗାଁର ବେହେରାସାହିର ଅଶୋକ ବେହେରା। ମାନସସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଏଭଳି […]

nayagarh-jiva-kata

nayagarh-jiva-kata

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:28 AM IST

Sports

Latest News

ନୟାଗଡ଼: ନୟାଗଡ଼ ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ପୂରଣ ପାଇଁ ଜଣେ ଯୁବକ ମନ୍ଦିର ସାମାନାରେ ନିଜ ଜିଭ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କୁ ଶରଣକୁଳ ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରିଛି। ଆହତ ଯୁବକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ବରକୁଳ ଗାଁର ବେହେରାସାହିର ଅଶୋକ ବେହେରା। ମାନସସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଏଭଳି କରିଥିବା ଅନୁମାନ କରାଯାଉଛି ବୋଲି ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି।

ଜଣେ ଗୁଣିଆ ତାଙ୍କୁ ଶାରିରୀକ ଯନ୍ତ୍ରଣା ଦେଉଥିବା ଯୋଗୁଁ ସେ ଏପରି କରିଥିବା ଆହତ ଯୁବକ ଜଣଙ୍କ କହିଛନ୍ତି। ଶରୀରରେ ଯନ୍ତ୍ରଣା ଦୂର ପାଇଁ ସେ ଲଡୁବାବାଙ୍କ ଡ଼କରାରେ ଏଠାକୁ ଆସି ଜିଭ କାଟିଥିବା କହିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story