ନୟାଗଡ଼:ବାଣ କାରଖାନାରେ ବିସ୍ଫୋରଣ,୨ ମୃତ,୧୩ ଆହତ

ନୟାଗଡ଼: ଇଟାମାଟିର ତନ୍ତି ସାହିରେ ଥିବା ଏକ ବାଣ କାରଖାନାରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଆରତ ସାହୁ ଓ ଯୋଗେନ୍ଦ୍ର ମୁଦୁଲି। ଆରତଙ୍କ ମୃତଦେହକୁ ବିସ୍ଫୋରଣ ସ୍ଥଳରୁ ଉଦ୍ଧାର କରାଯାଇଥିଲା। ଯୋଗେନ୍ଦ୍ର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ […]

nayagard

nayagard

Rakesh Mallick
  • Published: Friday, 23 September 2016
  • Updated: 24 September 2016, 08:40 AM IST

Sports

Latest News

ନୟାଗଡ଼: ଇଟାମାଟିର ତନ୍ତି ସାହିରେ ଥିବା ଏକ ବାଣ କାରଖାନାରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଆରତ ସାହୁ ଓ ଯୋଗେନ୍ଦ୍ର ମୁଦୁଲି। ଆରତଙ୍କ ମୃତଦେହକୁ ବିସ୍ଫୋରଣ ସ୍ଥଳରୁ ଉଦ୍ଧାର କରାଯାଇଥିଲା। ଯୋଗେନ୍ଦ୍ର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବା ଜଣାପଡ଼ିଛି। ଦୁଇ ଜଣ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

କୌଣସି କାରଣରୁ ବାଣ କାରଖାନାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହା ପରେ ଭୟଙ୍କର ବିସ୍ପୋରଣ ହୋଇଥିଲା।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story