ନୟାଗଡ଼ରେ ଛାତ୍ରଙ୍କୁ ରାଗିଂ ଘଟଣା: କଲେଜରୁ ୩ ଅଭିଯୁକ୍ତ ବିଦା

ନୟାଗଡ଼: ନୟାଗଡ଼ରେ ଥିବା ଘରୋଇ ଡିଭାଇନ୍ ରେସିଡେନ୍‌ସିଆଲ କଲେଜରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗ ୩ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ବିଦା କରି ଦିଆଯାଇଛି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଛାତ୍ରମାନଙ୍କ ସିଏଲ୍‌ସି ସମେତ ସମସ୍ତ ଡକ୍ୟୁମେଣ୍ଟ ନେଇଯିବାକୁ ଅଭିଭାବକଙ୍କୁ କଲେଜ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଅନ୍ୟପକ୍ଷରେ  ସ୍ଥାନୀୟ  ପୋଲିସ୍ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏହି ଘଟଣାର ତଦନ୍ତ […]

nayagada

nayagada

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 07:58 PM IST

Sports

Latest News

nayagada-266x266ନୟାଗଡ଼: ନୟାଗଡ଼ରେ ଥିବା ଘରୋଇ ଡିଭାଇନ୍ ରେସିଡେନ୍‌ସିଆଲ କଲେଜରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗ ୩ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କଲେଜରୁ ବିଦା କରି ଦିଆଯାଇଛି। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଛାତ୍ରମାନଙ୍କ ସିଏଲ୍‌ସି ସମେତ ସମସ୍ତ ଡକ୍ୟୁମେଣ୍ଟ ନେଇଯିବାକୁ ଅଭିଭାବକଙ୍କୁ କଲେଜ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।

ଅନ୍ୟପକ୍ଷରେ  ସ୍ଥାନୀୟ  ପୋଲିସ୍ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଥାନାରେ ଅଟକ ଥିବା ୩ ଜଣ ଛାତ୍ରଙ୍କୁ ଶିଶୁ ସୁରକ୍ଷା ୟୁନିଟର ୨ଜଣିଆ ଟିମ୍‌ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। ଆଜି ଏମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହଜାର କରାଯାଇଥିଲା। ସେମାନଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇବାକୁ ନିଷ୍ପତ୍ତି ହୋଇଛି।

ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ୩ ଜଣ ସହପାଠୀ ମାଡ଼ ମାରିବା ସହ ଦେହର ବିଭିନ୍ନ ସ୍ଥାନରେ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଛାତ୍ର ଜଣଙ୍କୁ ସହପାଠୀ କାମୁଡିବା ସହ ଉଠବସ୍‌ ମଧ୍ୟ କରିଥିଲେ। ଛାତ୍ର ଜଣଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story