ରାତି ପାହିଲେ ନାମାଙ୍କନର ଶେଷ ଦିନ : ଏନ୍‌ଡିଏରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭେଙ୍କେୟା

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଉପରାଷ୍ଟ୍ରପତି ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପିର ବରିଷ୍ଠ  ନେତା ତଥା କେନ୍ଦ୍ର ସହରାଞ୍ଚଳ ଓ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କୁ ଏହି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।  ଆଜି ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମତଦାନ ସରିବା ପରେ ଅଚାନକ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

M.Venkaiah Naidu addresses newsmen

M.Venkaiah Naidu addresses newsmen

Rakesh Mallick
  • Published: Monday, 17 July 2017
  • Updated: 17 July 2017, 08:54 PM IST

Sports

Latest News

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଉପରାଷ୍ଟ୍ରପତି ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପିର ବରିଷ୍ଠ  ନେତା ତଥା କେନ୍ଦ୍ର ସହରାଞ୍ଚଳ ଓ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କୁ ଏହି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।  ଆଜି ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମତଦାନ ସରିବା ପରେ ଅଚାନକ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପି ସଂସଦୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଆସନ୍ତା ଅଗଷ୍ଟରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ଜୁଲାଇ ୧୮ ତାରିଖ ଅର୍ଥାତ ଆସନ୍ତାକାଲି ମନୋନୟପତ୍ର ଦାଖଲ କରିବାର ଶେଷ ଦିନ ଥିଲା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଆଜି ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି।

ପୂର୍ବରୁ ବିପକ୍ଷ ଗୋଷ୍ଟୀ ତଥା ୟୁପିଏ ସମେତ ୧୮ଟି ବିରୋଧୀ ଦଳ ପକ୍ଷରୁ ଏହି ପଦ ପାଇଁ  ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ଘୋଷଣା କରାଯାଇଛି। ତେବେ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା  ପରେ ବିଜେଡିର ବରିଷ୍ଟ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ପ୍ରତିକ୍ରୀୟା ରଖିଛନ୍ତି।  କହିଲେ ଆମେ କାହାକୁ ସମର୍ଥନ କରିବୁ ଖୁବ୍‌ ଶୀଘ୍ର ବିଜେଡି ନିଷ୍ପତ୍ତି ନେବ। ସେହିପରି ଭେଙ୍କେୟାଙ୍କୁ ପ୍ରାର୍ଥୀ ଘୋଷଣା ନେଇ ସେ ଖୁସିବ୍ୟକ୍ତ କରିଛନ୍ତି। ଭେଙ୍କୟାଙ୍କୁ ସେ ବହୁ ଦିନରୁ ଜାଣିଥିବା ଏବଂ ତାଙ୍କ ପ୍ରତି ସମ୍ମାନ ଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story