୨୩ରେ ଏନ୍‌ଡିଏ ଘୋଷଣା କରିବ ରାଷ୍ଟ୍ରପତି ପ୍ରାର୍ଥୀ; ଏପଟେ ବିରୋଧୀଙ୍କ ମନ୍ଥନ

ନୂଆଦିଲ୍ଲୀ: ଏନ୍‌ଡିଏ ଆସନ୍ତା ୨୩ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ। ତେବେ ତା’ ପୂର୍ବରୁ ଆସନ୍ତା ଶୁକ୍ରବାର କେନ୍ଦ୍ରର ଦୁଇ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କୁ ଭେଟିବେ। ସର୍ବସମ୍ମତିକ୍ରମେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଲାଗି ଏନ୍‌ଡିଏର ପ୍ରୟାସ କରିବାକୁ ଉଦ୍ୟମ କରୁଛି।  ତେବେ ପ୍ରାର୍ଥୀଙ୍କୁ ନେଇ ଯଦି ସହମତି ନହୁଏ ତାହାହେଲେ ବିରୋଧୀ ମିଳିତ ପ୍ରାର୍ଥୀ ଦେବେ। ସେପଟେ […]

president

president

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 09:07 PM IST

Sports

Latest News

ନୂଆଦିଲ୍ଲୀ: ଏନ୍‌ଡିଏ ଆସନ୍ତା ୨୩ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ। ତେବେ ତା’ ପୂର୍ବରୁ ଆସନ୍ତା ଶୁକ୍ରବାର କେନ୍ଦ୍ରର ଦୁଇ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ ଓ ଭେଙ୍କେୟା ନାଇଡୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କୁ ଭେଟିବେ। ସର୍ବସମ୍ମତିକ୍ରମେ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଲାଗି ଏନ୍‌ଡିଏର ପ୍ରୟାସ କରିବାକୁ ଉଦ୍ୟମ କରୁଛି।  ତେବେ ପ୍ରାର୍ଥୀଙ୍କୁ ନେଇ ଯଦି ସହମତି ନହୁଏ ତାହାହେଲେ ବିରୋଧୀ ମିଳିତ ପ୍ରାର୍ଥୀ ଦେବେ।

ସେପଟେ ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଭିନ୍ନ ବିରୋଧୀ ଦଳମାନଙ୍କ ବୈଠକ ବସିଥିଲା। ଏଥିରେ ବିଭିନ୍ନ ଆଞ୍ଚଳିକ ଦଳର ପ୍ରତିନିଧି ଯୋଗଦେଇଥିଲେ। ବୈଠକ ପରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ-“୯ ଦଳର ୯ ଜଣ ସଦସ୍ୟଙ୍କୁ ନେଇ ଏକ ସବ୍ କମିଟି ଗଠନ କରାଯାଇଛି। ଅନ୍ୟ ୧୭ଟି ଦଳ ଏହି ସବ୍ କମିଟି ପାଇଁ ସହମତି ଦେଇଛନ୍ତି। ତେବେ ଆଜିର ବୈଠକରେ ପ୍ରାର୍ଥୀ ପାଇଁ ତାଲିକା ପ୍ରସ୍ତୁତ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story