ମହାନଦୀ ବିବାଦ: କେନ୍ଦ୍ରକୁ ଝଟକା ଦେଲା ବୁଝମଣା କମିଟି,ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଗଠନ କରିଥିବା ବୁଝାମଣା କମିଟି ଆଗକୁ ଆଉ ବୈଠକ ନ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ କମିଟିକୁ ମହାନଦୀ ସମ୍ପର୍କରେ ତଥ୍ୟ ନ ଦେବାରୁ ଆଉ ଆପୋସ ସମାଧାନ ସମ୍ଭବ ନୁହେଁ ବୋଲି କମିଟି ଦର୍ଶାଇଛି। ତା’ସହ ଏହି ବିବାଦର ସମାଧାନ କରିବା ଲାଗି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିଜେ ପଦକ୍ଷେପ ନେବାକୁ କମିଟି ପରାମର୍ଶ ଦେଇଛି। ଆସନ୍ତା ଜୁଲାଇ ୨୫ରେ […]

mahanadi-34

mahanadi-34

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 12:37 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଗଠନ କରିଥିବା ବୁଝାମଣା କମିଟି ଆଗକୁ ଆଉ ବୈଠକ ନ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଓଡ଼ିଶା ଓ ଛତିଶଗଡ଼ କମିଟିକୁ ମହାନଦୀ ସମ୍ପର୍କରେ ତଥ୍ୟ ନ ଦେବାରୁ ଆଉ ଆପୋସ ସମାଧାନ ସମ୍ଭବ ନୁହେଁ ବୋଲି କମିଟି ଦର୍ଶାଇଛି। ତା’ସହ ଏହି ବିବାଦର ସମାଧାନ କରିବା ଲାଗି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିଜେ ପଦକ୍ଷେପ ନେବାକୁ କମିଟି ପରାମର୍ଶ ଦେଇଛି।

ଆସନ୍ତା ଜୁଲାଇ ୨୫ରେ ସୁପ୍ରିମକୋର୍ଟରେ ମହାନଦୀକୁ ନେଇ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ପାଇଁ ଓଡ଼ିଶାର ପିଟିସନ ଉପରେ ଶୁଣାଣି ଥିବାବେଳେ କମିଟିର ଏଭଳି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଏକ ଝଟକା ବୋଲି ମନେ ହେଉଛି।  ଓଡ଼ିଶା ଆରମ୍ଭରୁ ଏହି କମିଟିକୁ ପ୍ରତ୍ୟାଖାନ କରି ଆସୁଥିଲା। ମହାନଦୀ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ କରିବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଥିବା ବେଳେ କେନ୍ଦ୍ର ସରକାର ଗତ ଜାନୁଆରୀ ୧୯ ତାରିଖରେ ଏକ ବୁଝାମଣା କମିଟି ଗଠନ କରିଥିଲେ। .

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story