ଆଖି ବୁଜିଲା ଉଦ୍ଧାର ଶିଶୁକନ୍ୟା: ହାରିଗଲା ମାନବିକତା

ଢେଙ୍କାନାଳ: କଙ୍କଡାହାଡ ବ୍ଲକ ବାଟଗାଁ ଛକ ପାଖରୁ ଆଜି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟିଛି। ଜନ୍ମ ପରେ କେହି ରାସ୍ତା ପାଖରେ ଶିଶୁକନ୍ୟାକୁ ଛାଡି ପଳାଇଥିଲା। ସ୍ଥାନୀୟ ଲୋକେ ଶିଶୁଟିର କାନ୍ଦ ଶୁଣି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଶିଶୁଟିର ମୃତ୍ୟୁ ଘଟିଛି। ଏପରି ନବଜାତ ଶିଶୁକନ୍ୟାଙ୍କୁ ଫିଙ୍ଗା ଯିବା ଘଟଣା ଓଡ଼ିଶାରେ ନୂଆ ନୁହେଁ। ନାରୀ ସଶକ୍ତିକରଣ ପାଇଁ […]

born baby death

born baby death

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 06:28 PM IST

Sports

Latest News

ଢେଙ୍କାନାଳ: କଙ୍କଡାହାଡ ବ୍ଲକ ବାଟଗାଁ ଛକ ପାଖରୁ ଆଜି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟିଛି। ଜନ୍ମ ପରେ କେହି ରାସ୍ତା ପାଖରେ ଶିଶୁକନ୍ୟାକୁ ଛାଡି ପଳାଇଥିଲା। ସ୍ଥାନୀୟ ଲୋକେ ଶିଶୁଟିର କାନ୍ଦ ଶୁଣି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ସାହାଯ୍ୟରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଶିଶୁଟିର ମୃତ୍ୟୁ ଘଟିଛି।

ଏପରି ନବଜାତ ଶିଶୁକନ୍ୟାଙ୍କୁ ଫିଙ୍ଗା ଯିବା ଘଟଣା ଓଡ଼ିଶାରେ ନୂଆ ନୁହେଁ। ନାରୀ ସଶକ୍ତିକରଣ ପାଇଁ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସରକାର ବହୁତ ଯୋଜନା କରୁଛନ୍ତି। ଜନ୍ମଠାରୁ ପାଠପଢ଼ା ଓ ବିବାହ ପର୍ଯ୍ୟନ୍ତ ମଧ୍ୟ ସହାୟତା ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ଏହାସତ୍ତ୍ୱେ ଶିଶୁକନ୍ୟାଙ୍କ ପ୍ରତି ଲୋକଙ୍କ ମନରେ ଥିବା ଭାବନାରେ କୌଣସି ପରିବର୍ତ୍ତନ ହେବା ପରି ଲାଗୁନାହିଁ। କାରଣ ଯାହା ବି ହେଉ ଶିଶୁକନ୍ୟାଙ୍କୁ ଏପରି ଅବାଞ୍ଛିତ ଭାବେ ଫିଙ୍ଗି ଦିଆଯିବା କୌଣସି ସଭ୍ୟ ସମାଜର ମୂଲ୍ୟବୋଧ ନୁହେଁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।

ଅଗଷ୍ଟ ୧ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାରରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।

ଜୁଲାଇ ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ଛକରେ ଥିବା ମନ୍ଦିର ନିକଟରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ।

ଜୁଲାଇ ୨୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପକଣ୍ଠ ଶାଳବଣି ଜଙ୍ଗଲ ନିକଟ ଖୁରୁଣ୍ଟିଆ ବନ୍ଧରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଥିଲା। ବନ୍ଧ ନିକଟରେ ଶିଶୁକନ୍ୟାଟି କାନ୍ଦୁଥିବା ଶୁଣି ଏକ ଦମ୍ପତି ତାକୁ ଉଦ୍ଧାର କରିଥିଲେ।

ଜୁଲାଇ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୋଳ ଗାଁରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁକନ୍ୟାକୁ ଗ୍ରାମବାସୀ ଉଦ୍ଧାର କରି ଚାଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ଜୁନ ୨୩ ତାରିଖରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗିରଲିଗୁଡ଼ା ନିକଟ ଏକ ପାହାଡିଆ ଅଞ୍ଚଳରୁ ଅଧା ପୋତା ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ଶିଶୁଟିର ମୁଣ୍ଡକୁ ଛାଡି ଶରୀରର ବାକି ଅଂଶକୁ ପୋତି ଦିଆଯାଥିଲା। ଶୌଚ ପାଇଁ ଯାଇଥିବା ଜଣେ ବୃଦ୍ଧା ଶିଶୁକନ୍ୟାର କାନ୍ଦ ଶୁଣିବା ପରେ ତାକୁ ଉଦ୍ଧାର କରି ନିଜ ଘରେ ରଖିଥିଲେ। ପରେ ୧୦୨ ଆମ୍ବୁଲାନ୍ସ ସହାୟତାରେ ଅଙ୍ଗନବାଡ଼ି କର୍ମୀଙ୍କ ସହ ଶିଶୁକନ୍ୟାଟିକୁ ପ୍ରଥମେ ପଟାଙ୍ଗି ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସେହି ଜୁନ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ହରିହରପୁର ଗାଁରେ କେତେକ ଲୋକ ହଳ କରିବାକୁ ବିଲକୁ ଯାଉଥିବା ବେଳେ ଗାଁ ନିକଟ ଏକ ଗଛ ମୂଳରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ପରେ ଆଶାକର୍ମୀ ସହାୟତାରେ ନବଜାତ ଶିଶୁନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଜୁନ ୨ ତାରିଖରେ ସମ୍ବଲପୁରର ଟାଉନ ଥାନା ସୁଇମିଂପୁଲ୍ ନିକଟ ଡ୍ରେନ୍ ଭିତରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା।

ମାର୍ଚ୍ଚ ୨୫ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଶାମସୁନ୍ଦରପୁର ଗାଁର ଖତଗଦାରୁ ଏକ ନବଜାତ ଶିଶୁକନ୍ୟାକୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇ ଧର୍ମଶାଳା ହସପିଟାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story