ବଦଳିଲେ ଡିଜି : କେବି ସିଂ ଆଉଟ୍‌, ଆର.ପି.ଶର୍ମା ଇନ୍‌

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ। ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇପିଏସ୍ତରରେ ବରିଷ୍ଠ ବିଭାଗରେ ବଡ଼ଧରଣର ଅଦଳବଦଳ କରିଛନ୍ତି।  ଏହି ନିଷ୍ପତି ଅନୁଯାୟୀ ଡିଜି ବଦଳିଛନ୍ତି। ସେହି ଅନୁଯାୟୀ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ପୋଲିସ୍ ଡିଜି  ହୋଇଛନ୍ତି । ସେ ଏବେ ଭିଜିଲାନ୍ସ ନିର୍ଦ୍ଦେଶକ ଅଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଡିଜିପି ଥିବା କେ.ବି. ସିଂହଙ୍କୁ OSRTC ଚେୟାରମ୍ୟାନ ଦାୟିତ୍ୱ ଦିଆଯାଇଛି। ସେହିପରି (ସ୍ପେଶାଲ ଡିଜି କ୍ରାଇମ୍‌ବ୍ରାଞ୍ଚ) ବିଜୟ କୁମାର ଶର୍ମାଙ୍କୁ ଜେଲ ବିଭାଗ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 08:39 PM IST

Sports

Latest News

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ। ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇପିଏସ୍ତରରେ ବରିଷ୍ଠ ବିଭାଗରେ ବଡ଼ଧରଣର ଅଦଳବଦଳ କରିଛନ୍ତି।  ଏହି ନିଷ୍ପତି ଅନୁଯାୟୀ ଡିଜି ବଦଳିଛନ୍ତି। ସେହି ଅନୁଯାୟୀ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ପୋଲିସ୍ ଡିଜି  ହୋଇଛନ୍ତି । ସେ ଏବେ ଭିଜିଲାନ୍ସ ନିର୍ଦ୍ଦେଶକ ଅଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ଡିଜିପି ଥିବା କେ.ବି. ସିଂହଙ୍କୁ OSRTC ଚେୟାରମ୍ୟାନ ଦାୟିତ୍ୱ ଦିଆଯାଇଛି। ସେହିପରି (ସ୍ପେଶାଲ ଡିଜି କ୍ରାଇମ୍‌ବ୍ରାଞ୍ଚ) ବିଜୟ କୁମାର ଶର୍ମାଙ୍କୁ ଜେଲ ବିଭାଗ ଡିଜି ଭାବେ ବଦଳି କରାଯାଇଛି ।

ଅନ୍ୟପକ୍ଷରେ ଜେଲ ବିଭାଗ ଏଡିଜି ଥିବା ଅରୁଣ ରାୟଙ୍କୁ ଏଡିଜି ପୋଲିସ ହେଡକ୍ୱାର୍ଟର ଭାବେ ଅବସ୍ଥାପିତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।  ଏହି ଅବସରରେ ଓଟିଭିକୁ ନବନିଯୁକ୍ତ ଡିଜିପି ଆର.ପି. ଶର୍ମା ପ୍ରତିକ୍ରିୟା ଦେଇଛନ୍ତି।  କହିଛନ୍ତି ଏହା  ମୋ ପାଇଁ ଏକ ଚାଲେଞ୍ଜିଂ ଟାସ୍କ। ତଥାପି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି। ୧୯୮୬ ବ୍ୟାଚର ଆଇପିଏସ୍‌ ଅଧିକାରୀ ଡା.ଶର୍ମା ଆସନ୍ତାକାଲି  ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story