ସ୍କୁଲରେ ଏକୁଟିଆ ବାଥ୍‌ ରୁମ୍‌ ଯାଇପାରିବେ ନାହିଁ ଛୋଟ ପିଲା: ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡ୍‌ ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏଣିକି ଯେ କୌଣସି ବ୍ୟକ୍ତି ସ୍କୁଲ ଭିତରେ ପ୍ରବେଶ କରିପାରିବେ ନାହିଁ। ସ୍କୁଲ ଭିତରେ ପଶିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ରଞ୍ଜନା ଚୋପ୍ରା। ସେ କହିଛନ୍ତି-“ବାହାରୁ ଆସୁଥିବା ଲୋକେ (ଖାଦ୍ୟ ବିକ୍ରି କରୁଥିବା ଭେଣ୍ଡର) ସ୍କୁଲ ଭିତରେ ପଶି ପାରିବେ ନାହିଁ। ଯଦି ସେମାନେ ଭିତରେ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏଣିକି ଯେ କୌଣସି ବ୍ୟକ୍ତି ସ୍କୁଲ ଭିତରେ ପ୍ରବେଶ କରିପାରିବେ ନାହିଁ। ସ୍କୁଲ ଭିତରେ ପଶିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ରଞ୍ଜନା ଚୋପ୍ରା।

ସେ କହିଛନ୍ତି-“ବାହାରୁ ଆସୁଥିବା ଲୋକେ (ଖାଦ୍ୟ ବିକ୍ରି କରୁଥିବା ଭେଣ୍ଡର) ସ୍କୁଲ ଭିତରେ ପଶି ପାରିବେ ନାହିଁ। ଯଦି ସେମାନେ ଭିତରେ ପଶିବାକୁ ଚାହିବ, ତାହାହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବ। ସ୍କୁଲ ଭିତରେ ରହଣୀ ସମୟରେ ସ୍କୁଲ କର୍ମଚାରୀ ଉପସ୍ଥିତ ରହିବେ। ଏହାଛଡ଼ା ସ୍କୁଲ ଭିତରେ ସମ୍ପୃକ୍ତ ବ୍ୟକ୍ତି କେତେ ସମୟ ରହିବେ ସେ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପାଖରେ ଖବର ରହିବ। ସ୍କୁଲ ବସ୍‌ ଥିଲେ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରଙ୍କ ଉପସ୍ଥାନ ନିୟମିତ ନିଆଯିବ। ସେମାନଙ୍କୁ ପୋଲିସ ଭେରିଫିକେଶନ ମଧ୍ୟ କରିବ।”

ସେ କହିଛନ୍ତି-‘‘ଛୋଟ ପିଲାମାନେ ଏକୁଟିଆ ୱାସ ରୁମ୍‌କୁ ଯାଇପାରିବେ ନାହିଁ। ଯଦି ଯାଆନ୍ତି, ତାହାହେଲେ ତାଙ୍କ ସହିତ ଆୟା ଯିବେ। ବାଥ୍‌ ରୁମ ଗୁଡ଼ିକି ସ୍କୁଲ କର୍ମଚାରୀ ଓ ପିଲାମାନଙ୍କ ପାଇଁ ଅଲଗା ରହିବ। ଆମେ ଚାହୁଁଛୁ ପିଲାମାନେ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ।”

ସିବିଏସ୍‌ଇ ଜାରି କଲା ଗାଇଡ୍‌ ଲାଇନ୍‌

ସ୍କୁଲରେ ପିଲାଙ୍କ ସୁରକ୍ଷାକୁ ନେଇ ସିବିଏସ୍ଇ ପକ୍ଷରୁ ମଧ୍ୟ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।  ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ସ୍କୁଲକୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ ପିଲାଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ସ୍କୁଲ କ୍ୟାମ୍ପସରେ ପିଲାଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ସ୍କୁଲ କର୍ତ୍ତୃପକ୍ଷଙ୍କର। ପିଲା ଯେଭଳି ସୁରକ୍ଷିତ ବାତାବରଣରେ ପାଠ ପଢିବ, ସେହି ପଦକ୍ଷେପ ନେବେ ସ୍କୁଲ କର୍ତ୍ତୃପକ୍ଷ। ସ୍କ୍ଲୁଲ ପରିସରରେ ସିସିଟିଭି କ୍ୟାମେରା ଲଗାଇବା ମାଧ୍ୟତାମୂଳକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story