ମନ୍ତ୍ରୀମଣ୍ଡଳ ନବକଳେବର ପୂର୍ବରୁ ସଂଗଠନର ନବକଳେବର: ୯ନେତାଙ୍କୁ ୧୧ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ବିଜେଡ଼ି ସାଙ୍ଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ନବୀନ। ବିଜେଡ଼ିର ୯ ନେତାଙ୍କୁ ୧୧ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁକ୍ତି ପାଇଥିବା ୯ ନେତାଙ୍କ ଭିତରେ ୫ଜଣ ମନ୍ତ୍ରୀ ଅଛନ୍ତି। ଉପସଭାପତି ତଥା ଦଳର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗିରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ପ୍ରଫୁଲ୍ଲ ସାମଲଙ୍କୁ ମିଳିଛି ଜଗତସିଂହପୁର ଦାୟିତ୍ୱ। ନିଜ ଗଡ଼ରେ ସତ୍ତା ହରାଇଥିବା ହେଭିୱେଟ୍ ଦେବୀ ମିଶ୍ରଙ୍କୁ ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱ […]

BJD-1

BJD-1

Rakesh Mallick
  • Published: Friday, 05 May 2017
  • Updated: 07 May 2017, 07:40 AM IST

Sports

Latest News

ଭୁବନେଶ୍ୱର: ବିଜେଡ଼ି ସାଙ୍ଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି ନବୀନ। ବିଜେଡ଼ିର ୯ ନେତାଙ୍କୁ ୧୧ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି।  ପର୍ଯ୍ୟବେକ୍ଷକ ଦାୟିତ୍ୱରେ ନିଯୁକ୍ତି ପାଇଥିବା ୯ ନେତାଙ୍କ ଭିତରେ ୫ଜଣ ମନ୍ତ୍ରୀ ଅଛନ୍ତି। ଉପସଭାପତି ତଥା ଦଳର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗିରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ପ୍ରଫୁଲ୍ଲ ସାମଲଙ୍କୁ ମିଳିଛି ଜଗତସିଂହପୁର ଦାୟିତ୍ୱ। ନିଜ ଗଡ଼ରେ ସତ୍ତା ହରାଇଥିବା ହେଭିୱେଟ୍ ଦେବୀ ମିଶ୍ରଙ୍କୁ ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଳିଥିବା ବେଳେ ସୋନପୁର ଦାୟିତ୍ୱ ମିଳିଛି କିଶୋର ମହାନ୍ତିଙ୍କୁ । ସେହିପରି ପୂର୍ବତନ ମନ୍ତ୍ରୀ ଅତନୁଙ୍କୁ ବାଲେଶ୍ୱର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । ନବରଙ୍ଗପୁର ଓ ରାୟଗଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ୱ ସଞ୍ଜୟଙ୍କୁ ମିଳିଥିବା ବେଳେ ଅରୁଣଙ୍କୁ ମୟୂରଭଞ୍ଜ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଗଜପତିର ପର୍ଯ୍ୟବେକ୍ଷକ ଭାବ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରଣବପ୍ରକାଶ ଦାସଙ୍କୁ ମିଳିଛି କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ।

ସେପଟେ ବିଜେଡି ସାଙ୍ଗଠନିକ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ପଦୋନ୍ନତି ହୋଇଛି। ସାଧାରଣ ସମ୍ପାଦକ ଥିବା ଦେବୀ ମିଶ୍ରଙ୍କୁ ଉପ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ସେହିପରି କିଶୋର ମହାନ୍ତି ଓ ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମାଙ୍କୁ ନୂଆକରି ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳରେ ମଧ୍ୟ  ଆଜି ପରିବର୍ଦ୍ଧିତ ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। କମିଟିରେ ୫ ରାଜ୍ୟ ଉପ ସଭାପତି, ୨୧ ସାଧାରଣ ସମ୍ପାଦକ, ୨୩ ସମ୍ପାଦକ, ୧୪ ସାଂଗଠନିକ ସମ୍ପାଦକ ଓ ୨୨ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story